ଶ୍ରୀ ସୁରେଶ ପୂଝରୀ, ମାନ୍ୟବର ମନ୍ତ୍ରୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡିଶା ହିଥାଧିକାରୀ ମାନଙ୍କୁ ବସୁନ୍ଧରା ପଟ୍ଟା,ବଣ୍ଟନ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଶ୍ରୀ ସୁରେଶ ପୂଝରୀ, ମାନ୍ୟବର ମନ୍ତ୍ରୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡିଶା ସରକାର ଆଜି ୨୪.୦୬.୨୦୨୬ ଦିନ ଜ଼ିଲ୍ଲା ପରିଷଦ ସଭାଗୃହରେ ରାଜସ୍ବ , ଭୂମି ଅଧିଗ୍ରହଣ , ପୁନଃସ୍ଥାପନ ଏବଂ ପୁନର୍ବାସ ସମ୍ବନ୍ଧୀୟ ସମୀକ୍ଷା ବୈଠକ କରିଥିଲେ I ଏହା ସହିତ ବିଭିନ୍ନ ତହସିଲରୁ ଆସିଥିବା 85 ଜଣ ହିଥାଧିକାରୀ ମାନଙ୍କୁ ବସୁନ୍ଧରା ପଟ୍ଟା, 63 ଜଣଙ୍କୁ ଜଙ୍ଗଳ ଜମି ପଟ୍ଟା ଓ 39 ଟି ସ୍କୁଲର ପଟ୍ଟା ବଣ୍ଟନ କରିଥିଲେ I
