ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ପବିତ୍ର ମୋହନ ମୋଡ଼ିକାଲ ରୋଗୀ ସେବା। ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ
ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ମୋଡିକାଲ କଲେଜରେ ରୋଗୀ ସେବା ଦାବୀ ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଚାଲିଥିଲା ତେବେ ଆଜିକୁ ଏହି ଗଣଧାରଣା (୧୧୯) ଦିନରେ ପହଞ୍ଚିଛି ।
ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ଶାନ୍ତି ପୂର୍ଣ୍ଣ ତାଳଚେର ବନ୍ଦ ଡାକରାରେ ସରକାରୀ ବେସରକାରୀ କା୍ଯ୍ୟାଳୟ ସହିତ ଦୋକାନ ବଜାର ବନ୍ଦ ରଖି ବ୍ୟବସାୟୀ ମାନେ ସହ ଯୋଗ ମଧ୍ୟ କରିଛନ୍ତି। ଟ୍ରେନ ଦ୍ଵାରା କୋଇଲା ପରିବହନ ବନ୍ଦ ଥିବା ବେଳେ ଏହି ଆନ୍ଦୋଳନରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମଧ୍ୟ ସାମିଲ ହୋଇ ଛନ୍ତି ।
ତାଳଚେର ବ୍ଲକରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭାଞ୍ଜଦୂତ ଖବର
