*ଭାରତୀୟ ଜ୍ଞାନ ପରମ୍ପରା, ପୁନଃ ମୂଲ୍ୟାୟନ ,ଶୀର୍ଷକ ରାଜ୍ୟ ସ୍ତରୀୟ ସେମିନାର ନୂଆପଡ଼ା ଡିଗ୍ରୀ ମଡେଲ କଲେଜ ପରିସର ରେ ଅନୁଷ୍ଠିତ*।ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୦୩.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଥିବା ନୂଆପଡ଼ା ସରକାରୀ ମୋଡେଲ ଡିଗ୍ରୀ କଲେଜ ଇତିହାସ ବିଭାଗ ପକ୍ଷ ରୁ ଭାରତୀୟ ଜ୍ଞାନ ପରମ୍ପରା, ପୁନଃ ମୂଲ୍ୟାୟନ,ଶୀର୍ଷକ ରାଜ୍ୟ ସ୍ତରୀୟ ସେମିନାର ଅନୁଷ୍ଠିତ l ସେମିନାରରେ ଗବେଷକ ତଥା ଐତିହାସିକ ଡଃ. ଫନିନ୍ଦମ ସିଂ ଦେଓ ମୁଖ୍ୟ ଗବେଷକ ଭାବେ ଯୋଗ ଦେଇ ଭାରତ ରେ ପ୍ରାଚୀନ ଜ୍ଞାନ ପରମ୍ପରା ବହୁ ସମୃଦ୍ଧ ଥିବା ବେଳେ ଏହାର ସଂଗ୍ରହ କରି ବୈଜ୍ଞାନିକ ପଦ୍ଧତି ରେ ମୂଲ୍ୟବୋଧ ଉଜ୍ଜୀବିତ କରିବା ର ପ୍ରୟାସ ଏକ ପ୍ରଶଂସନୀୟ ବିଷୟ ବୋଲି ଆହ୍ବାନ କରିଥିଲେ l ଭାରତୀୟ ଜ୍ଞାନ ପରମ୍ପରା ତାକୁ ପୁନଃ ମୂଲ୍ୟାୟନ କରି ଏହି ସମୟ ସହିତ ଯୋଡ଼ିବା ନେଇ ବ୍ୟାଖ୍ୟା ହୋଇଥିଲା।, ପ୍ରାକ ଐତିହାସିକ ତଥ୍ୟ ଲିପି, ସଂଗୃହିତ ପୋଥି,ତାମ୍ର ପତ୍ର ପ୍ରଦର୍ଶିତ ହୋଇଥିଲା। , ଛାତ୍ର ଛାତ୍ରୀ ପୋଷ୍ଟର ମାଧ୍ୟମ ରେ ପ୍ରସଙ୍ଗ କୁ ବ୍ୟାଖ୍ୟା କରିଛନ୍ତି ଲଭେହି ଜାତୀୟ ସେମିନାର କୁ କଲେଜ୍ ଅଧକ୍ଷ ଡଃ ଅକ୍ଷୟ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ଟିକେଶ୍ୱର ରଣା, ଅଧ୍ୟାପକ ଶ୍ରୀକାନ୍ତ ବାରିକ, ଖଡିଆଳ ଯୁକ୍ତ ଦୁଇ ଅଧ୍ୟାପକ ରଣବୀର ସିଂ, ଇତିହାସ ବିଭାଗ ର ଅଧ୍ୟାପକ ଟିକେଶ୍ୱର ରଣା ପରିଚାଳନା କରିଥିଲେ l
