*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୈଦେହୀ ଛକ କିମ୍ବା ଭଣ୍ଡାରୀ ପଡ଼ା ଛକ ଠାରେ ବିପଦ ସଙ୍କୁଳ ଅବସ୍ଥା, ଦୁର୍ଘଟଣା କୁ ଏଡ଼ାଇ ଦିଆ ଯାଇନପାରି, ପୂର୍ବରୁ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ*
ନୂଆପଡା(ମିଖାଏଲ ନନ୍ଦ) ତା:୧୧.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୈଦେହୀ ଛକ କିମ୍ବା ଭଣ୍ଡାରୀ ପଡ଼ା ଛକ ଠାରେ ବିପଦ ସଙ୍କୁଳ ଅବସ୍ଥା, ଦୁର୍ଘଟଣା କୁ ଏଡ଼ାଇ ଦିଆ ଯାଇନପାରି, ପୂର୍ବରୁ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଉଛି। ଏହି ସଡ଼କ ସିନାପାଲି ଖଡ଼ିଆଳ ମୁଖ୍ୟ ସଡ଼କ ଉପରେ ଡ୍ରେନ୍ ଥିବା ଯୋଗୁଁ ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ଅଧିନସ୍ଥ ଆସିଥିବା ଅନୁମାନ କରାଯାଏ। କାରଣ ଡ୍ରେନ୍ ଜାମ୍ ହେବା କାରଣରୁ ରୁ ବିଜ୍ଞାପିତ ଅଞ୍ଚଳ ପକ୍ଷ ରୁ ଡ୍ରେନ୍ ଜାମ୍ କୁ ହଟାଇ ମରାମତି କରିଥିଲେ। ମରାମତି ପରେ ଯାତାୟାତ ସ୍ଵାଭାବିକ କରିବା ଆବଶ୍ୟକ ଥିଲା। ନଚେତ୍ ବିଭାଗୀୟ ପତ୍ରାଳାପ କରି ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ସୂଚିତ କରିଥିବା ଖଡ଼ିଆଳ ଏନ ଏ ସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ୍ ମହାରଣା ପ୍ରକାଶ କରିଛନ୍ତି। ଉଭୟ ବିଭାଗୀୟ କାରଣ ରୁ ଧନ କିମ୍ବା ଜୀବନ ହାନୀ ହେବା ପ୍ରଶାସନିକ ଅବହେଳା କହିବା ନାଁ ଆବଶ୍ୟକ ପଦେକ୍ଷପ ନେବା ମାନବିକତା।
