
ଜଗତସିଂହପୁର.. ଏହି ଜିଲ୍ଲା ତିର୍ତୋଲ ବ୍ଲକ ଜଗନ୍ନାଥ ପୁର ମଣ୍ଡଳ ତରଫରୁ ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା l
ଏଥିରେ ମଣ୍ଡଳ ସଭାପତି ଗଗନ କୁମାର ବିଶ୍ୱାଳ ଓ ଦଳର ବରିଷ୍ଟ କାର୍ଯ୍ୟକର୍ତ୍ତା ସୁନନ୍ଦ କୁମାର ବିଶ୍ୱାଳ,ଅଜୟ କୁମାର ଖଣ୍ଡୁଆଳ,ରଶ୍ମିରଂଜନ ବିଶ୍ୱାଳ, ଭରତ ନାୟକ, ରଶ୍ମିରଂଜନ ଦଳାଇ,ପ୍ରମୋଦ ପରିଡା,ବାବାଜୀ ଚରଣ ଲେଙ୍କା,ନବଘନ ଜେନା, ବୈଷ୍ଟମ ସାହୁ,ରତ୍ନାକର ରାଉତ,ନିରଞ୍ଜନ ବିଶ୍ୱାଳ,ସ୍ୱରୂପ କୁମାର ସ୍ୱାଇଁ, ଦିଲୀପ କୁମାର ପଣ୍ଡା,କିଶୋର କୁମାର ଦାସ,ବିଜୟ ଦାସ,ଅଲେଖ ପ୍ରଧାନ ଉପସ୍ଥିତ ରହି ମଣ୍ଡିରେ କଟନିଛଟନି ନଅ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଚାଷୀମାଙ୍କର ଅଭିଯୋଗ ଶୁଣିଥିଲେ l