*ଖଡ଼ିଆଳ ମହୋତ୍ସବ ଅବସରରେ ହେଲ୍ପିଂ ଫର୍ ହେଲ୍ପଲେସ୍ ପିପଲ୍ ଫାଉଣ୍ଡେସନ୍ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ନିଶୁଳ୍କ ପିଇବା ପାଣି ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ* ।
ନୂଆପଡା(ମିଖାଏଲ ନନ୍ଦ)
ତା:୦୮.୦୨.
ନୂଆପଡ଼ା ଜିଲ୍ଲା ଖଡିଆଳ ମହୋତ୍ସବ ଅବସରରେ ହେଲ୍ପିଂ ଫର୍ ହେଲ୍ପଲେସ୍ ପିପଲ୍ ଫାଉଣ୍ଡେସନ୍ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ନିଶୁଳ୍କ ପିଇବା ପାଣି ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।ଏହି ସାମାଜିକ ସେବାମୂଳକ କାର୍ଯ୍ୟକ୍ରମରେ ସହାୟତା କରନ୍ତି। ଏହି କାର୍ଯ୍ୟକ୍ରମରେ ୭ ହଜାରରୁ ଅଧିକ ଲୋକଙ୍କ ପାଇଁ ପିଇବା ପାଣି ଓ ମାସ୍କର ବ୍ୟବସ୍ଥା କରାଯାଇଥିଲା,। ହେଲ୍ପିଂ ଫର୍ ହେଲ୍ପଲେସ୍ ପିପଲ୍ ଫାଉଣ୍ଡେସନ୍ ର ରାଜେଶ୍ୱର ଦର୍ଜୀ, ସଞ୍ଜୟ ଦର୍ଜୀ, ଦାମୋଦର ବେମାଲ, କୈଳାଶ ନାଗ, ରୋହିତ ଗହିର, ରିତୁ ବାରିକ, ସାର୍ଥକ ମୁଣ୍ଡ, ଦେବକୀ ସତନାମି, ଜସବନ୍ତି ମାଝି, ମିଯୁସ ମେହେର, କୁଲଦୀପ ମେହେର, ଲକ୍ଷ୍ମିବାଇ କରୁଆଁ, ଏବଂ
ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି ସକ୍ରିୟ ଭାବେ ସହଯୋଗ କରିଥିଲେ।
