କଳିଙ୍ଗନଗର ରାବଣା ରେ ଖୋଲିଲା ନିଉଟନ ଇଲେକ୍ତି ସ୍କୁଟିର ନୂତନ ସୋ ରୁମ l*
ଯାଜପୁର କଳିଙ୍ଗନଗର (ଭଞ୍ଜଦୁତ) ୬/୨ -ଯାଜପୁର କଳିଙ୍ଗନଗର ରାବଣା ଛକ ଠାରେ ନିଉଟନ ଉଟନ ବେଟ୍ରି ଚାଳିତ ସ୍କୁଟି କମ୍ପାନୀ ର ନୂତନ ସୋ ରୁମ ତାରିଣୀ ମୋଟର୍ସ ଉଦଘାଟିତ ହୋଇ ଯାଇଅଛି. ବ୍ୟବସ ବସାୟ ପ୍ରତିଷ୍ଠାନ ର ସ୍ଵତାଧୂକାରୀ ଙ୍କ ପିତା ମାତା ଅଭିମନ୍ୟୁ ସାମଲ ଓ ଗୋଲାପ ସାମଲ ଅନୁଷ୍ଠାନିକ ଭାବେ ଏହି ସୋ ରୁମ କୁ ଫିତା କାଟି ଉଦ ଦଘାଟନ କରିଥିଲେ. ବର୍ତମାନ ଯୁଗରେ ଲୋକମା ପ୍ରଦୂଷଣ ଓ ତୈଳ ରୁ ମୁକ୍ତି ପାଇବା ପାଇଁ ଇଲେକ୍ଟ୍ରି ଗାଡି କୁ ବେଶୀ ପସନ୍ଦ କରୁଥିବାରୁ ବଜାରରେ ବେଟ୍ରି ଚାଳିତ ଗାଡି ର ଚାହିଦା ବେଶ ଆଦୃତ ହେବାରେ ଲାଗିଛି. ସେଥିପାଇଁ ବଜାରରେ ବହୁ ନାମୀ ଦାମୀ କମ କମ୍ପାନୀ ର ଇଲେକ୍ଟ୍ରି ଗାଡି ପ୍ରବେଶ ବଶ କରୁଥିବା ଦେଖ୍ ବାକୁ ମିଳୁଛି. ସେଥ୍ ମଧ୍ୟରୁ ନିଉଟନ ଗାଡିର ଡିଜାଇନ, ମଡେଲ, କଲର ଓ ଆକର୍ଷ କର୍ଷଣୀୟ ଲୁକ ରହିଥିବାରୁ ଏହି ଗାଡି ଗ୍ରାହକ ଙ୍କ ପ୍ରଥମ ପସନ୍ଦ ହୋଇଥିବା ଦେଖୁବାକୁ ମିଳିଛି. ଏହି ସୋ ରୁମ ରେ ଗ୍ରାହକ ଙ୍କ ପାଇଁ ଆକର୍ଷଣୀୟ ଗିଫ୍ଟି ସାଙ୍ଗକୁ ଡ଼ିସକାଉଣ୍ଟ ରହିଥିବା ସୋ ରୁମ ର ସ୍ୱତାଧୂକାର ସନ୍ତୋଷ ସାହୁ ଏବଂ ସାରଦା ପ୍ରସନ ପାଲ ସୂଚନା ଦେଇଥିଲେ. ଏଥି ସହିତ ଯାଜପୁର ଜିଲ୍ଲା ରେ ଏହା ଏକ ନମ୍ବର ଅଥରାଇଜିଡ଼ ଡିଲର ସୋ ରୁମ ଭାବେ ଗଢି ଉଠିଥୁବା ସହିତ ଏଠାରେ ଅଭିଜ୍ଞ ଟେକ୍ନିସିଆନ ଙ୍କ ଦ୍ବାରା ସର୍ଭିସ ଓ ଉପଯୁକ୍ତ ସେଲେସ ଯୋଗାଇ ଦିଆଯାଉଥିବା ମ୍ୟାନେଜର କହିଥିଲେ l
