ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବ ସ୍କୁଲ ର କାଯ୍ୟକ୍ରମ ଅନୁଷ୍ଠିତ l
ଆଜି ସ୍ଥାନୀୟ ପରଵ ପଡିଆରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବ l ଏଥିରେ ଜିଲ୍ଲା ର 19ଗୋଟି ପିଏମ ଶ୍ରୀ ବିଦ୍ୟାଳୟ ର ହଜାରେ ରୁ ଉର୍ଦ୍ଧ ପିଲାମାନେ ଏଥିରେ ଯୋଗ ଦେଉଥିବା ବେଳେ କୋରାପୁଟ ସଂସଦ ସପ୍ତଗିରି ଉଲକା ମୂଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ଜୟପୁର ବିଧାୟକ ତାରା ବାହିନୀ କୋଟପାଡ଼ ବିଧାୟକ ରୁପୁ ଭତ୍ରା କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଲକ୍ଷ୍ମୀପୁର ବିଧାୟକ ଏବଂ ନବରଙ୍ଗପୁର ସଂସଦ ପ୍ରତିନିଧି ଏଥିରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱାଗତ ଭାଷଣ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣା କର ଭୋଇ ଦେଇଥିଲେ l ସୃଜନl ଶିଳତା କ୍ରୀଡାଗନ ଭଳି ପ୍ରଦର୍ଶନୀ ପିଲାମାନେ କରିଥିଲେ l ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାଯ୍ୟକ୍ରମ ରେ ଶ୍ରେଷ୍ଠ ବିବେଚିତ ପ୍ରକଳ୍ପ ଗୁଡିକ ରାଜ୍ୟସ୍ତର କୁ ମୋନୋନୀତ ହେବ ବୋଲି ଆୟୋଜକ କମିଟି ଦ୍ୱାରା ପ୍ରକାଶ l
କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
