ବାଲିଗୁଡା ଠାରୁ ଜାଡାବାନ୍ଦା ପୋଲ ନିର୍ମାଣ ସମୟରେ ଭୂସ୍ଖଳନ ଯୋଗୁଁ ଦୁଇ ଶ୍ରମିକ ମୃତ । ସେହି ଭିତରୁ ଦୁଇ ଜଣ ସ୍ବାମୀ ସ୍ତ୍ରୀ ଚିହ୍ନିତ ହୋଇଛି କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚି ଜଣଙ୍କ ମର ଶରୀର ଉଦ୍ଧାର କରିଛି ଆଉ ଗୋଟେ ଖୋଜା ଚାଲିଛି।