ଆଜି ଯାଜପୁର ଜିଲ୍ଲାପାଳଙ୍କର ଏକତରପିଆ ଶାସନ ଦେଖିବାକୁ ମିଳିଛି | ନାଁ ସାଧାରଣ ଲୋକଙ୍କ ସମସ୍ୟା ବୁଝା ଯାଉଛି | ନାଁ ସାମ୍ବାଦିକ ଙ୍କୁ ଖାତିରି ଅଛି | ନୂଆ ସରକାର ଘୋଷଣା କରିଛନ୍ତି ସ୍ଵଛ ନିର୍ମଳ ଓ ଲୋକଙ୍କ ସରକାର ଲାରା ଦେଉଥିବା ବେଳେ କିନ୍ତୁ ଯାଜପୁର ଜିଲ୍ଲାପାଳଙ୍କ କାମ କରିବା ସହିଳି ସ୍ୱତନ୍ତ୍ର ଅଲଗା ଯିଏ ଫୁଲ ତୋଡ଼ା ଦେଲା ସିଏ ଆଗ। ଆଜି କିଛି ଗରିବ ଓ ଭିର୍ନ୍ନକ୍ଷମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବସିଥିଲେ ମଧ୍ୟ ତାଙ୍କୁ ବେଖାତିର କରିଛନ୍ତି ଜିଲ୍ଲାପାଳ ଙ୍କ peon | ଜିଲ୍ଲାପାଳଙ୍କ ଜଣାତରେ ଏହାସବୁ ଚାଲିଛି ନାଁ peon ମାନଙ୍କ କୁଶାସନରେ ଅଫିସ ଚାଲିଛି ଏହା ଜନ ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି ଏହା ଖୁବ ନିନ୍ଦ ଦାୟକ କଥା | ଏହିଭଳି କୁ ଶାସନକୁ କଢ଼ା କାର୍ଯ୍ୟଅନୁଷ୍ଠାନ ନେବା ନିହାତି ଆବଶ୍ୟକ. ଏହା ଜନସାଧାରଣ ରେ ଚର୍ଚ୍ଚା.
