*ନୂଆପଡା ବିଧାୟକ ଜୟ ଢୋଲକିଆ ବିଧାନ ସଭା ରେ ଶପଥ ନେବା ପରେ ପ୍ରଥମ ଗସ୍ତ ମାଁ ସୁନାଦେଇ ଙ୍କ ଦର୍ଶନ କଲେ, ଅଞ୍ଚଳ ବାସୀଙ୍କ ସହ ଆଲୋଚନା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ବିଧାୟକ ଜୟ ଢୋଲକିଆ ବିଧାନ ସଭା ରେ ଶପଥ ନେବା ପରେ ପ୍ରଥମ ଗସ୍ତ ମାଁ ସୁନାଦେଇ ଙ୍କ ଦର୍ଶନ କଲେ, ଅଞ୍ଚଳ ବାସୀଙ୍କ ସହ ଆଲୋଚନା। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଆସି ସୁନାଦେଇ ମନ୍ଦିର ରେ ଦର୍ଶନ କରିଥିବା ବେଳେ ମନ୍ଦିର ପରିସର ମଧ୍ୟରେ ଅଞ୍ଚଳ ର ସମସ୍ୟା ଏବଂ ତାର ସୁଧାର ପାଇଁ ଆଲୋଚନା କରିଥିବା ବେଳେ ଏହାର ସମାଧାନ ପାଇଁ କାର୍ଯ୍ୟ କରିବା ପ୍ରତିଶ୍ରୁତି ଦେଇଥିଲେ।
