Bhanja Doota

ବରୁଣେଶ୍ୱର ମନ୍ଦିର ଚତୃପାର୍ଶ୍ଵ ଅପରିଷ୍କାର କୁ ନେଈ ଜନ ଅସନ୍ତୋଷ ଦଶରଥପୁର/   ଭଞ୍ଜଦୂତ :ନିପ୍ର )ଉତ୍ତମ କୁମାର ଦାସ ଯାଜପୁର ଜିଲ୍ଲା ବିଞ୍ଝାରପୁର...
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ — ଗ୍ରୀଷ୍ମ ଜଳ ସଙ୍କଟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଉପରେ ମନ୍ତ୍ରୀଙ୍କ...
କୁଷ୍ଠ ରୋଗ ନିର୍ମୂଳନ ପାଇଁ ଜିଲ୍ଲା ସଂଯୋଜନା କମିଟି ବୈଠକ ଯାଜପୁର, ୨୭/୦୧/୨୬(ଭଞ୍ଜଦୂତ:ନିପ୍ର)ସରୋଜ କୁମାର ଧଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ...
କୋଟପାଡ଼ ହୋମଗାର୍ଡ ଭାଇ ମାନଙ୍କୁ ସନ୍ନମାନୀତ କୋଟପାଡ଼ କୋଟପାଡ଼ ହୋମଗାର୍ଡ ଭାଇ ମାନଙ୍କୁ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ କୋଟପାଡ଼ ବିଧାୟକ...
କୋଟପାଡ଼ ହୋମଗାର୍ଡ ଭାଇ ମାନଙ୍କୁ ସନ୍ନମାନୀତ କୋଟପାଡ଼ କୋଟପାଡ଼ ହୋମଗାର୍ଡ ଭାଇ ମାନଙ୍କୁ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ କୋଟପାଡ଼ ବିଧାୟକ ରୁପୁ ଭତରା,ସାଂସଦ ପ୍ରତିନିଧି ରାମେଶ୍ୱର ଜେନା,ପୂର୍ବତନ ଥାନା ଅଧିକାରୀ ପରମାନନ୍ଦ ସୁନାନୀ,ଭାରତ ମିଡ଼ିଆ ଆସସେସୀୟନ ସଙ୍ଘ ସଭାପତି ଅଜୟ କୁମାର ମିଶ୍ରଙ୍କ ସହିତ ସମସ୍ତ ମିଡ଼ିଆ ବନ୍ଧୁ,ସାମ୍ବାଦିକ ଭବାନୀ ପାଢ଼ୀଙ୍କ ଦ୍ୱାରା କୋଟପାଡ଼ ପୋଲିସ ଥାନାର ସମସ୍ତ ହୋମ ଗାର୍ଡ ଏବଂ ଗ୍ରାମରକ୍ଷୀଙ୍କୁ ଉପଢ଼କନ ଓ ସିଲଡ଼ ସହିତ ସନ୍ନମାନିତ କରାଯାଇଥିଲା,ବିଶେଷ କରି ଏହିପରି ମହାନକାର୍ଯ୍ୟ ଆୟୋଜନ କରି ଦିନ,ରାତି ଏକ କରି କୋଟପାଡ଼ କୁସୁମୀ ଛକ ଓ ବସଷ୍ଟାଣ୍ଡ ଠାରେ ଟ୍ରାଫିକ ଡିଉଟିରେ ନିରନ୍ତର କର୍ତ୍ତବ୍ୟ ଜାରି ରଖି ଟ୍ରାଫିକ ସମସ୍ୟାରୁ ଦୂର କରୁଥିବା ହୋମ ଗାର୍ଡ ପ୍ରମୋଦ କୁମାର ନାୟକ,ତ୍ରିପତି ବିଶୋଇଙ୍କୁ ସନ୍ନମାନୀତ କରାଯାଇଥିଲା, ଅନ୍ୟ ମାନଙ୍କ ମଧ୍ୟରେ ହୋମ ଗାର୍ଡ କାହ୍ନୁ ଚରଣ ନାୟକ,ସନ୍ଦୀପ ଭୁୟଆଁ,ଗ୍ରାମରଖି ସୁବାଷ କୁମାର ନାୟକଙ୍କ ସହିତ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀ ମାନଙ୍କୁ ଉପଢ଼କନ ପ୍ରଦାନ କରି ସନ୍ନମାନିତ କରାଯାଇଥିଲା, ଭାରତ ମିଡ଼ିଆ ଆସସେସିୟନ ସଙ୍ଘର ଏହିପରି ସନମାନିତ କାର୍ଯ୍ୟକ୍ରମ ଆୟୋଜନ ଓ ସମାଜ ସେବା ଭାବନାକୁ ବିଧାୟକ ରୁପୁ ଭତରା ଭୁୟସୀ ପ୍ରଶଂସା କରି ଆଗକୁ ଏହିପରି କାର୍ଯ୍ୟକ୍ରମ କରିବା ପାଇଁ ଆ୍ୱଭାନ ଦେଇଥିଲେ,ସାମ୍ବାଦିକ ମାନଙ୍କ ଏହିପରି କାର୍ଯ୍ୟକ୍ରମ ଆୟୋଜନ ଓ ହୋମଗାର୍ଡ ବନ୍ଧୁ ମାନଙ୍କୁ ସନ୍ନମାନିତ କରିଥିବାରୁ କୋଟପାଡ଼ ବିଭିନ୍ନ ବୁଦ୍ଧିଯିବି ମୋହଲରେ ପ୍ରଶଂସା କରାଯାଇଥିବାର ଦେଖିବାକୁ ମିଳିଥିଲା, ଆଜିର ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଭବାନୀ ପାଢ଼ୀ, କୋଟପାଡ଼ ଭାରତ ମିଡ଼ିଆ ଆସସେସିୟନ ସଭାପତି ଅଜୟ କୁମାର ମିଶ୍ର, ଉପସଭାପତି ସୁନୀଲ ଦାସ, ସମ୍ପାଦକ ବୀର କିଶୋର ଶର୍ମା,କୋଷାଧକ୍ଷ ସୁଧୀର ବରାଳ,ବିଜୟ କୁମାର ମିଶ୍ର,ସୁଶାନ୍ତ ଦାସ, ଲଳିତେନ୍ଦୁ ରଥ,ଅଶ୍ୱିନୀ ପଟ୍ଟନାୟକଙ୍କ ସହିତ ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ପଟ୍ଟନାୟକଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ କୋଟପାଡ଼ ରୁ ଅଶ୍ବିନୀ ପଟ୍ଟନାୟକ Screenshot_20260127_232126

କୋଟପାଡ଼ ହୋମଗାର୍ଡ ଭାଇ ମାନଙ୍କୁ ସନ୍ନମାନୀତ କୋଟପାଡ଼ କୋଟପାଡ଼ ହୋମଗାର୍ଡ ଭାଇ ମାନଙ୍କୁ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ କୋଟପାଡ଼ ବିଧାୟକ ରୁପୁ ଭତରା,ସାଂସଦ ପ୍ରତିନିଧି ରାମେଶ୍ୱର ଜେନା,ପୂର୍ବତନ ଥାନା ଅଧିକାରୀ ପରମାନନ୍ଦ ସୁନାନୀ,ଭାରତ ମିଡ଼ିଆ ଆସସେସୀୟନ ସଙ୍ଘ ସଭାପତି ଅଜୟ କୁମାର ମିଶ୍ରଙ୍କ ସହିତ ସମସ୍ତ ମିଡ଼ିଆ ବନ୍ଧୁ,ସାମ୍ବାଦିକ ଭବାନୀ ପାଢ଼ୀଙ୍କ ଦ୍ୱାରା କୋଟପାଡ଼ ପୋଲିସ ଥାନାର ସମସ୍ତ ହୋମ ଗାର୍ଡ ଏବଂ ଗ୍ରାମରକ୍ଷୀଙ୍କୁ ଉପଢ଼କନ ଓ ସିଲଡ଼ ସହିତ ସନ୍ନମାନିତ କରାଯାଇଥିଲା,ବିଶେଷ କରି ଏହିପରି ମହାନକାର୍ଯ୍ୟ ଆୟୋଜନ କରି ଦିନ,ରାତି ଏକ କରି କୋଟପାଡ଼ କୁସୁମୀ ଛକ ଓ ବସଷ୍ଟାଣ୍ଡ ଠାରେ ଟ୍ରାଫିକ ଡିଉଟିରେ ନିରନ୍ତର କର୍ତ୍ତବ୍ୟ ଜାରି ରଖି ଟ୍ରାଫିକ ସମସ୍ୟାରୁ ଦୂର କରୁଥିବା ହୋମ ଗାର୍ଡ ପ୍ରମୋଦ କୁମାର ନାୟକ,ତ୍ରିପତି ବିଶୋଇଙ୍କୁ ସନ୍ନମାନୀତ କରାଯାଇଥିଲା, ଅନ୍ୟ ମାନଙ୍କ ମଧ୍ୟରେ ହୋମ ଗାର୍ଡ କାହ୍ନୁ ଚରଣ ନାୟକ,ସନ୍ଦୀପ ଭୁୟଆଁ,ଗ୍ରାମରଖି ସୁବାଷ କୁମାର ନାୟକଙ୍କ ସହିତ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀ ମାନଙ୍କୁ ଉପଢ଼କନ ପ୍ରଦାନ କରି ସନ୍ନମାନିତ କରାଯାଇଥିଲା, ଭାରତ ମିଡ଼ିଆ ଆସସେସିୟନ ସଙ୍ଘର ଏହିପରି ସନମାନିତ କାର୍ଯ୍ୟକ୍ରମ ଆୟୋଜନ ଓ ସମାଜ ସେବା ଭାବନାକୁ ବିଧାୟକ ରୁପୁ ଭତରା ଭୁୟସୀ ପ୍ରଶଂସା କରି ଆଗକୁ ଏହିପରି କାର୍ଯ୍ୟକ୍ରମ କରିବା ପାଇଁ ଆ୍ୱଭାନ ଦେଇଥିଲେ,ସାମ୍ବାଦିକ ମାନଙ୍କ ଏହିପରି କାର୍ଯ୍ୟକ୍ରମ ଆୟୋଜନ ଓ ହୋମଗାର୍ଡ ବନ୍ଧୁ ମାନଙ୍କୁ ସନ୍ନମାନିତ କରିଥିବାରୁ କୋଟପାଡ଼ ବିଭିନ୍ନ ବୁଦ୍ଧିଯିବି ମୋହଲରେ ପ୍ରଶଂସା କରାଯାଇଥିବାର ଦେଖିବାକୁ ମିଳିଥିଲା, ଆଜିର ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଭବାନୀ ପାଢ଼ୀ, କୋଟପାଡ଼ ଭାରତ ମିଡ଼ିଆ ଆସସେସିୟନ ସଭାପତି ଅଜୟ କୁମାର ମିଶ୍ର, ଉପସଭାପତି ସୁନୀଲ ଦାସ, ସମ୍ପାଦକ ବୀର କିଶୋର ଶର୍ମା,କୋଷାଧକ୍ଷ ସୁଧୀର ବରାଳ,ବିଜୟ କୁମାର ମିଶ୍ର,ସୁଶାନ୍ତ ଦାସ, ଲଳିତେନ୍ଦୁ ରଥ,ଅଶ୍ୱିନୀ ପଟ୍ଟନାୟକଙ୍କ ସହିତ ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ପଟ୍ଟନାୟକଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ କୋଟପାଡ଼ ରୁ ଅଶ୍ବିନୀ ପଟ୍ଟନାୟକ

କୋଟପାଡ଼ ହୋମଗାର୍ଡ ଭାଇ ମାନଙ୍କୁ ସନ୍ନମାନୀତ କୋଟପାଡ଼ କୋଟପାଡ଼ ହୋମଗାର୍ଡ ଭାଇ ମାନଙ୍କୁ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ କୋଟପାଡ଼ ବିଧାୟକ...
Read More Read more about କୋଟପାଡ଼ ହୋମଗାର୍ଡ ଭାଇ ମାନଙ୍କୁ ସନ୍ନମାନୀତ କୋଟପାଡ଼ କୋଟପାଡ଼ ହୋମଗାର୍ଡ ଭାଇ ମାନଙ୍କୁ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ କୋଟପାଡ଼ ବିଧାୟକ ରୁପୁ ଭତରା,ସାଂସଦ ପ୍ରତିନିଧି ରାମେଶ୍ୱର ଜେନା,ପୂର୍ବତନ ଥାନା ଅଧିକାରୀ ପରମାନନ୍ଦ ସୁନାନୀ,ଭାରତ ମିଡ଼ିଆ ଆସସେସୀୟନ ସଙ୍ଘ ସଭାପତି ଅଜୟ କୁମାର ମିଶ୍ରଙ୍କ ସହିତ ସମସ୍ତ ମିଡ଼ିଆ ବନ୍ଧୁ,ସାମ୍ବାଦିକ ଭବାନୀ ପାଢ଼ୀଙ୍କ ଦ୍ୱାରା କୋଟପାଡ଼ ପୋଲିସ ଥାନାର ସମସ୍ତ ହୋମ ଗାର୍ଡ ଏବଂ ଗ୍ରାମରକ୍ଷୀଙ୍କୁ ଉପଢ଼କନ ଓ ସିଲଡ଼ ସହିତ ସନ୍ନମାନିତ କରାଯାଇଥିଲା,ବିଶେଷ କରି ଏହିପରି ମହାନକାର୍ଯ୍ୟ ଆୟୋଜନ କରି ଦିନ,ରାତି ଏକ କରି କୋଟପାଡ଼ କୁସୁମୀ ଛକ ଓ ବସଷ୍ଟାଣ୍ଡ ଠାରେ ଟ୍ରାଫିକ ଡିଉଟିରେ ନିରନ୍ତର କର୍ତ୍ତବ୍ୟ ଜାରି ରଖି ଟ୍ରାଫିକ ସମସ୍ୟାରୁ ଦୂର କରୁଥିବା ହୋମ ଗାର୍ଡ ପ୍ରମୋଦ କୁମାର ନାୟକ,ତ୍ରିପତି ବିଶୋଇଙ୍କୁ ସନ୍ନମାନୀତ କରାଯାଇଥିଲା, ଅନ୍ୟ ମାନଙ୍କ ମଧ୍ୟରେ ହୋମ ଗାର୍ଡ କାହ୍ନୁ ଚରଣ ନାୟକ,ସନ୍ଦୀପ ଭୁୟଆଁ,ଗ୍ରାମରଖି ସୁବାଷ କୁମାର ନାୟକଙ୍କ ସହିତ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀ ମାନଙ୍କୁ ଉପଢ଼କନ ପ୍ରଦାନ କରି ସନ୍ନମାନିତ କରାଯାଇଥିଲା, ଭାରତ ମିଡ଼ିଆ ଆସସେସିୟନ ସଙ୍ଘର ଏହିପରି ସନମାନିତ କାର୍ଯ୍ୟକ୍ରମ ଆୟୋଜନ ଓ ସମାଜ ସେବା ଭାବନାକୁ ବିଧାୟକ ରୁପୁ ଭତରା ଭୁୟସୀ ପ୍ରଶଂସା କରି ଆଗକୁ ଏହିପରି କାର୍ଯ୍ୟକ୍ରମ କରିବା ପାଇଁ ଆ୍ୱଭାନ ଦେଇଥିଲେ,ସାମ୍ବାଦିକ ମାନଙ୍କ ଏହିପରି କାର୍ଯ୍ୟକ୍ରମ ଆୟୋଜନ ଓ ହୋମଗାର୍ଡ ବନ୍ଧୁ ମାନଙ୍କୁ ସନ୍ନମାନିତ କରିଥିବାରୁ କୋଟପାଡ଼ ବିଭିନ୍ନ ବୁଦ୍ଧିଯିବି ମୋହଲରେ ପ୍ରଶଂସା କରାଯାଇଥିବାର ଦେଖିବାକୁ ମିଳିଥିଲା, ଆଜିର ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଭବାନୀ ପାଢ଼ୀ, କୋଟପାଡ଼ ଭାରତ ମିଡ଼ିଆ ଆସସେସିୟନ ସଭାପତି ଅଜୟ କୁମାର ମିଶ୍ର, ଉପସଭାପତି ସୁନୀଲ ଦାସ, ସମ୍ପାଦକ ବୀର କିଶୋର ଶର୍ମା,କୋଷାଧକ୍ଷ ସୁଧୀର ବରାଳ,ବିଜୟ କୁମାର ମିଶ୍ର,ସୁଶାନ୍ତ ଦାସ, ଲଳିତେନ୍ଦୁ ରଥ,ଅଶ୍ୱିନୀ ପଟ୍ଟନାୟକଙ୍କ ସହିତ ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ପଟ୍ଟନାୟକଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ କୋଟପାଡ଼ ରୁ ଅଶ୍ବିନୀ ପଟ୍ଟନାୟକ