*ନୂଆପଡା ଉପ ନିର୍ବାଚନ ପରିପେକ୍ଷୀରେ ମିଶ୍ରଣ ପର୍ବ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ପରିପେକ୍ଷୀରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଖର୍ସେଲ ସରପଞ୍ଚ ବିରେନ୍ଦ୍ର କୁମାର ଖମାରୀ, କେନ୍ଦୁମୁଣ୍ଡା ସରପଞ୍ଚ ମଦନ ଦଣ୍ଡସେନା, ଚାକୋଟିଆ ସମାଜ ର ନକୁଲ ମାଝୀ, ସମାଜ କୁସୁମ ଜୋର ସରପଞ୍ଚ ଉଦିତ ସିଂ ଜ୍ୟୋତି ପ୍ରମୁଖ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ମାଳବିକା ଦେବୀ, ବହୁ ତୁଙ୍ଗ ନେତା ଯୋଗ ଦେଇ ବିଜେପି ଦଳରେ ସାମିଲ ହେବା ଏକ ଉତ୍ସବର ବିଷୟ ଅଟେ। କେନ୍ଦ୍ର ନେତୃମଣ୍ଡଳୀ ଙ୍କ କାର୍ଯ୍ୟ ଦଳର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମସ୍ତେ ଦଳରେ ସାମିଲ ହେଲେ ସ୍ବାଗତ କରିବା ସ୍ଵାଭାବିକ ବୋଲି କହିଥିଲେ।
