*ନୂଆପଡା ଉପ ନିର୍ବାଚନ ରେ ପ୍ରଚାର ମଙ୍ଗ ଧରିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିରୋଧୀଙ୍କୁ କଲେ ସମାଲୋଚନା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ରେ ପ୍ରଚାର ମଙ୍ଗ ଧରିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିରୋଧୀଙ୍କୁ କଲେ ସମାଲୋଚନା କରିଚନ୍ତି। ଆଜି କୋମନା ବ୍ଲକ୍ ଉଦ୍ୟାନବନ୍ଧ ଠାରେ ନିର୍ବାଚନୀ ପ୍ରଚାର କରି ଏକ ରୋଡ ଶୋ ରେ ଯୋଗ ଦେଇଥିଲେ। ଦୀର୍ଘ କିଲୋମିଟର ଅତିକ୍ରମ କରି ଲୋକଙ୍କ ସମର୍ଥନ ଉତ୍ସାହ ସହ ସରକାର ସପକ୍ଷ ରେ ମୋଟ ଦେବାକୁ ଆହ୍ବାନ କରିଥିଲା। ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ନିଶ୍ଚିତ ରୂପେ ନିର୍ବାଚନ ରେ ଯଶଶ୍ଵି ହେବେ ଲୋକେ ଆଶୀର୍ବାଦ କରିବେ ବୋଲି ଉଲ୍ଲେଖ କରିଛନ୍ତି। ନୂଆପଡ଼ା ରାଜ୍ୟରେ ଏକ ବିକଶିତ ହେବା ଦାୟିତ୍ବ ବୋଧ କୁ ଲୋକଙ୍କୁ ହୃଦଗମ୍ କରାଇ ଦଳୀୟ ପ୍ରାର୍ଥୀ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି।
