*ନୂଆପଡା ଉପ ନିର୍ବାଚନ ନେଇ ବିଜେଡି ଦଳୀୟ ପ୍ରାର୍ଥୀ ନିର୍ବାଚନ ମଇଦାନ ରେ ନିଜ ଦଳୀୟ ରଣନୀତି। ପ୍ରଚାର ବ୍ୟାପକ କରିଥିବା ବେଳେ ନିଜ ସାପକ୍ଷରେ ମତ ପାଇ ଭୋଟର ପାଖରେ ଭୋଟ ଭିକ୍ଷା କରୁଛନ୍ତି।*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ ବିଜେଡି ଦଳୀୟ ପ୍ରାର୍ଥୀ ନିର୍ବାଚନ ମଇଦାନ ରେ ନିଜ ଦଳୀୟ ରଣନୀତି। ପ୍ରଚାର ବ୍ୟାପକ କରିଥିବା ବେଳେ ନିଜ ସାପକ୍ଷରେ ମତ ପାଇ ଭୋଟର ପାଖରେ ଭୋଟ ଭିକ୍ଷା କରୁଛନ୍ତି । ଆଜି ସୁନାବେଡ଼ା ଅଭୟାରଣ୍ୟ କୋମନା ବ୍ଲକ୍ ୧ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ରେ ନିର୍ବାଚନ ପ୍ରଚାର କରିଛନ୍ତି। ସେ ମହିଳା ନେତ୍ରୀ ସାଙ୍ଗକୁ ଖରୀଆର ରୋଡ ଠାରେ ଏକ ନିର୍ବାଚନ ସଭା କୁ ସମ୍ବୋଧନ କରିଥିଲେ। ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ଏବଂ ବିଧାୟକ ବର୍ଷା ସିଂ ବରିହା ଯୋଗ ଦେଇଥିଲେ।
