*ନୂଆପଡା ଉପ ନିର୍ବାଚନ ପରିପେକ୍ଷି ରେ କୋମନା ବ୍ଲକ୍ ବିଶିବହାଲ ଠାରେ କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ସଂଘ ବୈଠକ,ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ସମେତ ବହୁ ମନ୍ତ୍ରୀ ଯୋଗଦାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ପରିପେକ୍ଷି ରେ କୋମନା ବ୍ଲକ୍ ବିଶିବହାଲ ଠାରେ କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ସଂଘ ବୈଠକ,ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ସମେତ ବହୁ ମନ୍ତ୍ରୀ ଯୋଗଦାନ କରିଛନ୍ତି। ମନ୍ତ୍ରୀ ସୁରେଶ ପୂଜାରୀ, ରାମ ସିଂ ଖୁଣ୍ଟିଆ, ମୁକେଶ ମହାଲିଙ୍ଗ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ଯୋଗ ଦେଇ, ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଆହ୍ବାନ କରିଛନ୍ତି।
