*ନୂଆପଡା କଂଗ୍ରେସ୍ ଦଳୀୟ ପ୍ରାର୍ଥୀ ରୂପେ ଘାସିରାମ ମାଝୀ ନିର୍ବାଚନ ମଇଦାନ ରେ ବ୍ୟାପକ ପ୍ରଚାର ଚଳାଇଛନ୍ତି। କେବେ ତୁଙ୍ଗ ନେତା ନେଇ ପଦଯାତ୍ରା, ତା ନିଜେ ନିର୍ବାଚନ ରେ ଭୋଟ ଭିକ୍ଷା ଅଭିଯାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା କଂଗ୍ରେସ୍ ଦଳୀୟ ପ୍ରାର୍ଥୀ ରୂପେ ଘାସିରାମ ମାଝୀ ନିର୍ବାଚନ ମଇଦାନ ରେ ବ୍ୟାପକ ପ୍ରଚାର ଚଳାଇଛନ୍ତି। କେବେ ତୁଙ୍ଗ ନେତା ନେଇ ପଦଯାତ୍ରା, ତ, ନିଜେ ନିର୍ବାଚନ ରେ ଭୋଟ ଭିକ୍ଷା ଅଭିଯାନ କରିଛନ୍ତି। ଆଜି କୋମନା ବ୍ଲକ୍ ୩ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ଟିକ୍ରାପଦା, ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତ ପରିକ୍ରମା କରିଛନ୍ତି। ରାଜ୍ୟ ପ୍ରଭାରୀ ଅଜୟ ଲଲୁ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ନିର୍ବାଚନ ପ୍ରଚାର ଦାୟିତ୍ବ ରେ ସୁଚାରୁ ରୂପେ ନିର୍ବାଚନ ପ୍ରଚାର କରି ବିଜୟ ସୁନିଶ୍ଚିତ ବୋଲି କହନ୍ତି।
