କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଜୁଆଣିଆ ଗ୍ରାମରେ ଜବରଦଖଲ ଜମି ସରକାରଙ୍କ ତରଫରୁ ଉଛେଦ ପ୍ରକ୍ରିୟା ଜାରୀ ରହିଛି |
ବିଞ୍ଝାରପୁର/(ଭଞ୍ଜଦୂତ:ନିପ୍ର:ବିଜୟ କୁମାର ବାରିକ)
କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଜୁଆଣିଆ ଗ୍ରାମ ରେ
ଜବରଦଖଲ କରିଥିଲେ
କିଛି ମୁହୂର୍ତ ରେ ପ୍ରଶାସନ ଧୁଳି ରେ ମିଶାଇଦେଲା ସମସ୍ତେ ଚାହିଁ ରହିଛନ୍ତି କେହି କିଛି କରି ପାରୁନାହାନ୍ତି କାରଣ କଣ
ସମସ୍ତେ କହୁଥିଲେ ସରକାରଙ୍କ କେବେ ଆକ୍ସନ ନାହିଁ କି ରିଆକ୍ସସନ ନାହିଁ ବର୍ତମାନ ସରକାର ପୁରା ଆକ୍ସନ ଦେଖେଇଛନ୍ତି ଦେଖନ୍ତୁ ଜୁଆଣିଆ ରେ ବୁଲଡୋଜର ଚାଲୁଛି ସରକାର ଏବଂ ପ୍ରଶାସନ ବର୍ତମାନ ପୁରାପୁରି ଆକ୍ସନ ମୋଡରେ ଆସି ଯାଇଛନ୍ତି କାହାରିକୁ ଛଡ଼ାଯିବନାହିଁ ଯିଏ ବି ହେଉନାଆଁ କାହିଁକି ଆକ୍ସସନ ନିଆଯିବ ପ୍ରଶାସନ ସରକାର ପୁରା ଆକ୍ସସନ ରେ ଆସି ଯାଇଛନ୍ତି ଦେଖନ୍ତୁ କି ଭଳିଆ ଆକ୍ସସ
