*ନୂଆପଡା ଉପ ନିର୍ବାଚନ ସରଗରମ, କଂଗ୍ରେସ ଦଳୀୟ ପ୍ରାର୍ଥୀ ଙ୍କ ପ୍ରଚାର ନେଇ ମୋଟର ସାଇକେଲ ରେଲି*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ସରଗରମ, କଂଗ୍ରେସ ଦଳୀୟ ପ୍ରାର୍ଥୀ ଙ୍କ ପ୍ରଚାର ନେଇ ମୋଟର ସାଇକେଲ ରେଲି ଅନୁଷ୍ଠିତ ହୋଇଅଛି। ଏହି ମୋଟର ସାଇକେଲ ରେଲି ରେ ପ୍ରାର୍ଥୀ ଘାସିରାମ ମାଝୀ ଯୋଗଦାନ ଭୋଟ ଭିକ୍ଷା କରିଛନ୍ତି। ଆଜି ନୂଆପଡ଼ା ସଦର ଟାଉନ୍ ଠାରୁ ଖରୀଆର ରୋଡ ଟାଉନ୍ କୁ ୧୧ କିଲୋମିଟର ମୋଟର ସାଇକେଲ ରିଲି ଅନୁଷ୍ଠିତ ହୋଇଅଛି। ଶହ ଶହ ସଂଖ୍ୟକ ଯୁବକ ଯୋଗ ଦେଇ ବାଇକ୍ ରେଲି ରେ ସାମିଲ ହୋଇଥିଲେ। ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ଙ୍କ ଭୋଟ ମାଗିଥିଲେ।
