*ନୂଆପଡା ଜିଲ୍ଲା ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମାରାଥନ ନିର୍ବାଚନ ପ୍ରଚାର ଜଙ୍ଗଲ ବହୁଳ ଅଞ୍ଚଳରେ ପ୍ରଚାର ସରଗରମ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ପ୍ରାର୍ଥୀ ମାନେ ନିର୍ବାଚନ ମଇଦାନ ରେ ଭୋଟ ର ଭିକ୍ଷା କରୁଛନ୍ତି। ଆଜି ନୂଆପଡ଼ା ବ୍ଲକ୍ ଅନ୍ତର୍ଗତ ୯ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ର ଗଙ୍ଗାଦି ଗଡ ରେ ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି। ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ଅବଗତ କରିଥିବା ବେଳେ ମହିଳା ଙ୍କ ପାଇଁ ନବୀନ ସରକାରଙ୍କ ଅନେକ ଯୋଜନା ଉପରେ ଭୋଟ ଭିକ୍ଷା କରିଛନ୍ତି। ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ସହ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ , ଟୁକୁନି ସାହୁ, ବହୁ ନେତ୍ରୀ ସାମିଲ ହୋଇଥିଲେ। l
