*ନୂଆପଡା ଉପ ନିର୍ବାଚନ ସରଗରମ କିଏ ମହିଳା ଭୋଟର ତା କିଏ ଯୁବ ଭୋଟର ନେଇ ନିର୍ବାଚନ ପ୍ରଚାର, କଂଗ୍ରେସ ପକ୍ଷ ରୁ ବିଶାଲ ବାଇକ୍ ରେଲି, ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି ଓ ଦଳିୟ ପ୍ରାର୍ଥୀ ସାମିଲ ହୋଇ ଭୋଟ ଭିକ୍ଷା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ସରଗରମ କିଏ ମହିଳା ଭୋଟର ତା କିଏ ଯୁବ ଭୋଟର ନେଇ ନିର୍ବାଚନ ପ୍ରଚାର, କଂଗ୍ରେସ ପକ୍ଷ ରୁ ବିଶାଲ ବାଇକ୍ ରେଲି, ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି ଓ ଦଳିୟ ପ୍ରାର୍ଥୀ ସାମିଲ ହୋଇ ଭୋଟ ଭିକ୍ଷା କରିଛନ୍ତି। ଏହି ବାଇକ୍ ରେଲି ନୂଆପଡ଼ା ଠାରୁ ଆରମ୍ଭ ହୋଇ ଖରୀଆର ରୋଡ ପର୍ଯ୍ୟନ୍ତ ଯାଇଥିଲା। ଯୁବକ ମଧ୍ୟରେ ଉତ୍ସାହ ଥିବା ବେଳେ ମହିଳା ମାନେ ମଧ୍ୟ ବାଇକ୍ ରେଲି ରେ ସାମିଲ ହୋଇ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନ ଯୋଗ ଦାନ କରିଛନ୍ତି।ରେଲି ଦୀର୍ଘ ୧୦ କିଲୋମିଟର ଅତିକ୍ରମ କରିଛି। ରାଜ୍ୟ ପ୍ରଭାରୀ ଅଜୟ କୁମାର ଲ, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ସାମିଲ ହୋଇଥିଲେ।
