ବଡ଼ସାହି ବ୍ଲକ JE ବାବୁ ଙ୍କ କାର ଧକା ଦେଲା ସ୍କୁଟି କୁ
ହଁ ଆଜ୍ଞା ଟିକେ ନଜର ଦିଅନ୍ତୁ ଗାଡି ଭିଜୁଆଲ କୁ
ଜାରକାଣୀ ପଞ୍ଚାୟତ ର, ଜାରକାଣୀ ପଞ୍ଚାୟତ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ( JE ) ଅଶୋକ ନାୟକ ତାଙ୍କର କାର ନେଇ ଆସୁଥିବା ବେଳେ ନିଜର ଡ୍ରାଇଭିଂ ର ଦମ ହେଉ କିମ୍ବା ବଡି ଗରମ ହେଉ ଯାହା ବି ହେଉ ବାବୁ ଙ୍କର , ଗୋଟିଏ ସ୍କୁଟି ଗାଡି କୁ କୁଟିଲେ ଯେ ଗାଡି ତ ଚେପା କିନ୍ତୁ ଗାଡି ଟି ରାସ୍ତା ପାଖରେ ଗୋଟିଏ ଦୋକାନ ଘର ପାଖରେ ଠିଆ ହେଇଥିଲା ଆଉ ସେ ଘର ର ଭାଗ୍ୟ ଖରାପ ଘର କୁ ବି ଦେଲେ ଭାଙ୍ଗି, ଘର ର ବସିଥିବା ସିମେଣ୍ଟ ଖୁଣ୍ଟ ଭାଙ୍ଗି ଛପର ଗଳି ପଡିଛି,
ହଁ ଦର୍ଶକ ବନ୍ଧୁ ଟିକେ ଭଲ କି ନଜର ପକାନ୍ତୁ,ୟାକୁହିଁ କୁହନ୍ତି କାର ଚାଳକ ଆଜ୍ଞା.
ବୈଦପୁର ଛକରେ ପଞ୍ଚାୟତ ଅଫିସ,ହାଇସ୍କୁଲ ଓ ଏସି ଏସଟି ପିଲାମାନଙ୍କର ହଷ୍ଟେଲ ଥିବାରୁ ଏହି ବଜାରଟି ସବୁବେଳେ ଜନ ଗୋହଳି ପୂର୍ଣ୍ଣ ଥାଏ ସଭାଗ୍ୟବଶତ କୈଣସି ଧନଜିବନ ହାନି ଘଟିନାହିଁ. ଆଜି ସିନା ନିର୍ଜୀଵ ବସ୍ତୁ କୁ କୁଟିଲେ
କାଲି ଯଦି ସର୍ଜୀଵ କୁ କୁଟିଥାନ୍ତେ JE ଆମର ମାମୁଁ ଘରେ କି ବଡ଼ସାହି ଥାନ୍ତା ପିଣ୍ଡାରେ ବସିଥାନ୍ତେ.
ହଁ ଆଜ୍ଞା ଏଠି ପ୍ରଶ୍ନ ଉଠୁଛି JE ମହାଶୟ ଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ଅଛି ତ, ନା ନିଶା ଖାଇ ଗାଡି ଚଲାଉଥିଲେ କି.? ଜଦି ଜେଇ ବାବୁଙ୍କର ବେପରୁଆ ଗାଡି ଚାଳନା ଯୋଗୁଁ କାହାରି କିଛି କ୍ଷତି ହେଇଥାନ୍ତା, ତାହେଲେ ଦାୟୀ କିଏ ହେଇଥାନ୍ତା. ଏହା ସବୁଠାରୁ ବଡ଼ ପ୍ରଶ୍ନ..।।
