ଆର୍.ଉଦୟଗିରୀ ଅନଗା ଘାଟି ରାସ୍ତାରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ ।
ଗଜପତି (ଟିକି ଲିମା)
– ବାତ୍ୟା ମୋନ୍ଥା ର ପ୍ରଭାବରେ ଗଜପତି ଜିଲ୍ଲା ଆର୍. ଉଦୟଗିରୀ ବ୍ଲକ୍ ଅନଗା ପଂଚାୟତ ବଡ଼ଗାଁ ଘାଟି ରାସ୍ତାରେ ଭୂସ୍ଖଳନ ହୋଇଛି l ଘାଟି ରାସ୍ତାରେ ପାହାଡରୁ ବଡ଼ ପଥର ଓ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି l ଫଳରେ ରାମଗିରି ଠାରୁ ବଡ଼ଗାଁ ସମେତ ୫ ଖଣ୍ଡ ଗାଁ ସମେତ ଗଞ୍ଜାମ ଜିଲ୍ଲା କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l
