ନକଲି ବିଦେଶୀ ମଦ ଜବତ
ସ୍ବାମୀ ସ୍ତ୍ରୀଙ୍କ ନକଲି ମଦ ଫ୍ୟାକ୍ଟ୍ରି ;
୨୦ ଲକ୍ଷର ନକଲି ବିଦେଶୀ ମଦ ଜବତ ।
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରେ ରେଡ୍ ବେଳେ ଜବତ ନକଲି ବିଦେଶୀ ମଦ ତିଆରିରେ ବ୍ୟବହୃତ ସାମଗ୍ରୀ,ସିଲ୍,ବୋତଲ ଜବତ
ଚଢ଼ାଉ ବେଳେ ଖସିଗଲା ସ୍ବାମୀ,ସ୍ତ୍ରୀକୁ ଗିରଫ କରି ପଚରାଉଚରା ।
