♦
… ବୌଦ୍ଧ…..ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମହା ଆଡ଼ମ୍ବରରେ ଛାତ୍ର ଛାତ୍ରୀ ତଥା ଶିକ୍ଷକ ମାନଙ୍କ ଦ୍ଵାରା ପାଳିତ ହୋଇଯାଇଛି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର ଦେହୁରୀ ଙ୍କ ଅଧ୍ୟକ୍ଷ ତା ରେ ଏକ ବିଦାୟ କାଳୀନ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଛି ବିଦାୟ ଶିକ୍ଷକ ଙ୍କ କର୍ମମୟ ଜୀବନୀ ଉପରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆଲୋଚନା କରି ଗୁଣ ଗାନ କରିଥିଲେ। ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ସିଂହ ଙ୍କୁ ବିଦ୍ୟାଳୟର ଉତ୍ତରୀୟ ମାନପତ୍ର। ଓ ଉପ ହାର ଦେଇ ସମ୍ମାନିତ କରାଯାଇଥିଲା ଅତ ପର ଏକ ସୁସଜ୍ଜିତ ବାଣ୍ଡ୍ ପାର୍ଟି ରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ମାନେ ଏକ ବିରାଟ ପଟୁଆର ରେ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ସିଂହ ବାସଭବନ ପର୍ଯ୍ୟନ୍ତ ଆସିଥିଲେ
