ବିଞ୍ଝାରପୁର ବ୍ଲକ ଓଳେଇ ଚନ୍ଦନପୁର 13 ନମ୍ବର ଓ୍ୱ୍ଆର୍ଡ ରେ ମହା ଦୁର୍ନୀତି ର ଗନ୍ଧ ବାରି ହେଉଛି
ବିଞ୍ଝାରପୁର/(ଭଞ୍ଜଦୂତ: ନିପ୍ର)ରିପୋର୍ଟର ବିଜୟ କୁମାର ବାରିକ
ଚନ୍ଦନ ପୁର 13ନମ୍ବର ୱାର୍ଡ ଏଠି ସୁଚନା ଫଳକ ଅଛି ସେ ବି ପୁଣି ଢଳେଇ ନିର୍ମିତ ରାସ୍ତା କିନ୍ତୁ ଦୁଃଖର କଥା ଏଠି ବସ ବାସ କରୁଥିବା ଲୋକ ରାସ୍ତା କେଉଁଠି ନିର୍ମିତ ହୋଇଛି ଲୋକ ଖୋଜି ପାଉନାହାନ୍ତି ତାହାହେଲେ ସେ ରାସ୍ତା ନିର୍ମାଣ ହୋଇଛି ନା କଣ୍ଟ୍ରାକ୍ଟର୍ ଙ୍କ ତ ଅ ବିଲ୍ କୁ ଜାଇଛି ଯାହା ସାଧାରଣ ରେ ଚର୍ଚା ର ବିଷୟ ପାଲଟିଛି ଡ୍ରେନେଜ୍ ନା ରେ ସେମିତି ଯେଉଁ ଡ୍ରେନ୍ ରେ ଜଳ ନିଷ୍କାସନ ହେବାକଥା ତାହା ଆଜି ଜିବନ ନିଷ୍କାସନ ର ମାଧ୍ୟମ ପାଲଟିଛି ଡ୍ରେନ୍ ରେ ଜଳ ବୁନ୍ଦାଏ ତ ନିଷ୍କାସନ ହେଉନି କିନ୍ତୁ ନୁଖୁରା ଡ୍ରେନ୍ ରେ କୈଣସି ସ୍ଲାବ ନ ଥାଇ ଅବୋଧ ଶିଶୁ ଠାରୁ ଆରମ୍ଭ କରି ବ୍ରୁଧ ଓ ବ୍ରୁଧ୍ଧା ଙ୍କ ବିପଦ ପାଲଟିଛି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବାର ଯୋଜନା କରୁଥିବା ସ୍ତଳେ କିଛି ଅସାଧୁ ବ୍ୟକ୍ତି ଏହାର ଦୁରୁପଯୋଗ କରୁଛନ୍ତି ଏହିଠାରେ କହି ରଖିବାକୁ ଚାହୁଁ କି ପ୍ରସାଶନିକ ଅଧିକାରୀ ମାନେ ଘଟଣାସ୍ଥଳରେ ଆସି ତଦନ୍ତ କଲେ ବହୁ ଦୁର୍ନୀତି ଉପରୁ ପରଦା ଉଠିବ ଓ ଜନ ସାଧାରଣଙ୍କ ପାଇଁ ଆସୁଥିବା ଅର୍ଥ ସୁ ବିନିଯୋଗ ହେବା ସହିତ ଜନ ସାଧାରଣଙ୍କ ପାଇଁ ଆସୁଥିବା ଅର୍ଥ ଜନ ସାଧାରଣଙ୍କ କାମରେ ଲାଗି ପାରିବ
