*ନୂଆପଡ଼ା ଜିଲ୍ଲା କୁ ତିନି ଦିନିଆ ଗସ୍ତରେ ଓଡ଼ିଶା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆସି ଆଜି ଥିବା ବେଳେ ତାଙ୍କୁ ସାକ୍ଷାତ କରି ସିନାପାଲି ଏନ୍ ଏ ସି ଏବଂ ଖଡିଆଳ କୁ ମୁନସୀପାଲର୍ଟି ଘୋଷଣା ଦାବୀ କରିଛନ୍ତି*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କୁ ତିନି ଦିନିଆ ଗସ୍ତ ସାରି ଆଜି ପ୍ରତ୍ୟାବର୍ତ୍ତନ କରିବେ। ଓଡ଼ିଶା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆସି ଥିବା ବେଳେ ତାଙ୍କୁ ସାକ୍ଷାତ କରି ସିନାପାଲି ଏନ୍ ଏ ସି ଏବଂ ଖଡିଆଳ କୁ ମୁନସୀପାଲର୍ଟି ଘୋଷଣା ଦାବୀ କରିଛନ୍ତି। ଭାରତୀୟ ଜନତା ପାର୍ଟି ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ସଂଜୟ ତିୱାରୀ, ସୁବ୍ରତ ଠାକୁର, ତ୍ରିନାଥ ମେହେର ଉପସ୍ଥିତ ଥିଲେ। ଦାବୀ ଦେବା ସମୟରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ମଧ୍ୟ ଉପପ୍ଥିତ ଥିଲେ।
