**ନୂଆପଡ଼ା ଜିଲ୍ଲା କୋମନା ବ୍ଳକ କୁରୁମପୁରୀ ପଞ୍ଚାୟତ ସିନାପାଲିରୁ କୁରୁମପୁରୀ ରାସ୍ତା ଶୋଚନୀ ଚନୀୟ ହୋଇଛି।*
ନୂଆପଡା (ମିଖାଏଲ ନନ୍ଦ)
ଆଗକୁ ବର୍ଷଋତୁ ଆସୁଥୁବାରୁ ଗାଁଲୋକଙ୍କ ଦୁର୍ଦ୍ଦଶା ବଢିବାର ସମ୍ଭବନା ରହୁଛି । କୁରୁମପୁରୀ ପଞ୍ଚାୟତ ସିନାପାଲି ଗାଁରେ ପ୍ରାୟ ଦେଢ଼ଶହ ଆଦିବାସୀ ପରିବା ବାର ରହୁଛନ୍ତି । ଗାଁକୁ ନିତିଦିନିଆ ରାସ୍ତା ନଥିବାରୁ ବର୍ଷତମା ମାମ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ସିନାପାଲିରୁ କୁରୁମପୁରୀ ପଞ୍ଚାୟତ ତ ମୁଖ୍ୟାଳୟକୁ ମୁଖ୍ୟାଳ ସଂଯୋଗ କରୁଥିବା ଏକମାତ୍ର ୨କିମି ମୁଖ୍ୟ ରାସ୍ତା ସ୍ନା ଶୋଚନୀୟ ହୋଇଛି। ଏହି ରାସ୍ତାଦେଇ ଗାଁ ଲୋକେ ପ୍ରତିଦିନ ପଞ୍ଚାୟତକୁ ପିଡ଼ିଏସ ସାମଗ୍ରୀ ସହ ଭତ୍ତା ଆଣିବାକୁ ବାକୁ ଯାଉଛନ୍ତି । ବର୍ଷାଦିନେ ରାସ୍ତା ଅତ୍ୟନ୍ତ ଦୟନୀୟ ହେଉଥିବା ବାରୁ ଅନେକ ସମୟରେ ପିଡ଼ିଏସ ସାମଗ୍ରୀ କାଦୁଅରେ ପଡ଼ି ନଷ୍ଟ ହେଉଛି। ବୟସ୍କମାନେ ରାସ୍ତାର ଅବସ୍ଥା ଖରାପ ହେତୁ ପଞ୍ଚାୟତକୁ ଭତ୍ତା ଆଣି ଯାଇନପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି
ରାସ୍ତା । ଅତିକ୍ରମ କରି ଗାଁ ଲୋକେ କୁରୁମପୁରୀ ଦୈନିକ ও ସାପ୍ତାହିକ ବଜାରକୁ କିଣାବିକା ପାଇଁ ଯାଇଥାନ୍ତି। କିନ୍ତୁ ଥିଲେ ହେଁ ପ୍ରଶାସନର ଉଦାସୀନତା ଦୀର୍ଘବର୍ଷ ବିତିଯାଇଥିଲେ ପକ୍କାରାସ୍ତା ନିର୍ମାଣ ହେଉନଥିବା ମନୋଭାବ ଯୋଗୁଁ ପକ୍କାରାସ୍ତା କରିଛନ୍ତି। ଆଗକୁ ବର୍ଷାଋତୁ ଆସୁଛି। ଗ୍ରାମବାସୀ ଅଭିଯୋଗ କରିଛ ବର୍ଷାଦିନେ ଲୋକେ କାଦୁଅ ଲଚପଚ ରାସ୍ତାରେ ଯାତାୟାତ ରନ୍ତି। ଗାଁର ଏମଇ ଓ ହାଇସ୍କୁଲ ଛାତ୍ରଛାତ୍ରୀ କୁରୁମପୁରୀ ହାଇସ୍କୁଲରେ )ରେ ପଢୁଛନ୍ତି । ରାସ୍ତା ଖରାପ ଖରାପ ହେତୁ ବର୍ଷାଦିନେ ସେମାନଙ୍କ ସ୍କୁଲ ଯିବାରେ ଡୋରି ପଡ଼ିଥାଏ ପଡ଼ିଥାଏ। ସିନାପାଲିରୁ କୁରୁମପୁରୀକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୃ ସ୍ନାକୁ ପକ୍କା କରିବା ପାଇଁ ବିଜେଡ଼ି ଯୁବନେତା ଅରୁଣ ଦୀପ, ଅଙ୍ଗ ଦୀପ, ଚେତରାମ ଦୀପ, ଆତ୍ମାରାମ ଦୀପ, ପରମାନନ୍ଦ ମାନନ୍ଦ ମାଝି, ରାମ ମାଝି ଫୁଲସିଂ ରାଉତ, ଯୁବରାଜ ଲୋହାର, ଭକ୍ତିରାମ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ବିଜେଡି ଯୁବନେତା ଅରୁଣ ଦୀପ ଚେତାବନୀ ଦେଇଛନ୍ତି ଯେ ଯଦି ଗୋଟିଏ ବର୍ଷ ଭିତରେ ରାସ୍ତା ନବନିଲେ ଜିଲ୍ଲା ପାଲ ଅଫିସ ଘେରା ଯିବ କୁରୁମପୁର ପଂଚାୟତ ମଧ୍ୟ ଘେରା ଯିବ ଆଗାମୀ ଦିନରେ 353 ଯାମ କରାଯିବ
