ଶାଡେ୍ ଚାରିକୋଟି ଓଡ଼ିଆଙ୍କର ମଉଡମଣୀ କୁ ଦେଖି ବାକୁ ଆସିଛନ୍ତି ଶଙ୍କର ମହାରାଜ୍
ଉତ୍ତରାଖଣ୍ଡ ରୁ ଓଡ଼ିଶା ର ପୁରୀ ଜଗନ୍ନାଥ କୁ ଦେଖିବାକୁ ଆସିଛନ୍ତି ଶଙ୍କର ମହାରାଜ୍ ଗଗୁତ୍ରୀ ରୁ ଆରମ୍ଭ କରିଥିଲେ ତାଙ୍କର ଚଲା ପଥ ଏବଂ ବର୍ତମାନ ସମୟରେ ଆସି ଯାଜପୁର ଜିଲ୍ଲା ପହଂଚିଛନ୍ତି 66 ଦିନ ହବ ଚବିଶ କିଲୋମିଟର ଚାଲି ଚାଲି ଆସିଛନ୍ତି ଓ ତାଙ୍କର ପ୍ରଥମ ଦର୍ଶନ କରିବେ ଜଗନ୍ନାଥ କୁ ଦେଖିବାପରେ ବାର ଜ୍ୟୋତି ଲିଙ୍ଗ ଦର୍ଶନ କରିବେ ଏବଂ ଆହୁରି ଦଶ ମାସ ଲାଗିବ ଚାଲି ଚାଲି ଯିବାକୁ ଏବଂ ଏହି ଭାଇ ଙ୍କୁ ଯିଏବି ଦେଖୁଛନ୍ତି ଆମ ନିୟୁଜ ମାଧ୍ୟମରେ ତାଙ୍କୁ ସହଯୋଗ କରୋନ୍ତୁ ସଠିକ ଭାବରେ ତାଙ୍କୁ ମାର୍ଗ ଦର୍ଶକ କରାନ୍ତୁ ଜୟ ଜଗନ୍ନାଥ
ଯାଜପୁର ଜିଲ୍ଲା ଧର୍ମଶାଳା କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
