
ମୟୁରଭଞ୍ଜ ଜିଲ୍ଲା ହେଉଛି ଏକ ଆଦିବାସୀ ଜନ ବହୁଳ ଜିଲ୍ଲା
ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ଭୀମଦା ପଞ୍ଚାୟତ ର ଚେଙ୍ଗୁଆ ମଙ୍ଗଳପୁର ଗ୍ରାମ ରେ ମାଗେ ପର୍ବ ର ଦୃଶ୍ୟ, ଆଦିବାସୀ ଲୋକଙ୍କର ଏହି ମାଗେ ପର୍ବ ଟି ଏକ ବଡ଼ ପର୍ବ ଏହି ପର୍ବ ଟି ବହୁତ ଧୂମଧାମରେ ପାଳନ କରନ୍ତି, ଏହି ପର୍ବ ଦିନ ଗାଁର ସମସ୍ତ ଆଦିବାସୀ ଲୋକ ଆସି ତାଙ୍କର ବଡ଼ ଠାକୁର ଯାହାଙ୍କୁ ମାରାଂ ବୁରୁ ବୋଲି କହନ୍ତି, ସେଠାରେ ପୂଜା ପଟଳ କରି ଦିନଯାକ ହାଣ୍ଡିଆ ଖାଇବା ସହିତ ଧୂମ୍ଶା ମାଦଳ ବଜାଇ ନାଚ ଗୀତ ରେ ମଜିଯାନ୍ତି ।
ମୟୁରଭଞ୍ଜ ବଡ଼ସାହି ରୁ ଅଜିତ କୁମାର ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ନିୟୁଜ