ବଡ଼ଚଣା (ଅମିତ ମହାନ୍ତି) : ଚଣ୍ଡିଖୋଲ ସାଇରାଜ ଡେଭେଲପର୍ସ ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି ଚଣ୍ଡିଖୋଲ ସାଇରାଜ ପରିବାର ତରଫରୁ ବିଘ୍ନ ବିନାଶକ ଗଜାନନ ମହାପ୍ରଭୁ କଂ ପୂଜା ପାଳିତ ହୋଇଯାଇଛି, ଅଗ୍ର ପୂଜ୍ୟ ଗଜାନନ କଂ ପାଇଁ ସାଇରାଜ କାଯ୍ୟଳୟ ର ଏମ. ଡି ସୁଦର୍ଶନ ସାମଲ, ଏବଂ ଅନ୍ୟ ମାନଙ୍କ ମଧ୍ୟରେ ପେମାନନ୍ଦ ସ୍ୱାଇଁ,ବିଭୁତି ଭୂଷଣ ନାୟକ, ଅମିତ କୁମାର ମହାନ୍ତି, ଅଭିରାମ ମହାନ୍ତି, ତୁଷାର ରଞ୍ଜନ ରାଉତରାୟ, ପ୍ରଦୀପ କୁମାର, ସ୍ୱାଇଁ (କିଶୋରୀ), ସୁପ୍ରିୟା ଜେନା, ଅନ୍ତ ଚରଣ ଖିଲାର,ଏବଂ ସନ୍ଧ୍ୟା ସମୟ ଓଡିଶା ର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ସାଂକୃତିକ ରଙ୍ଗା ରଙ୍ଗ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ଦର୍ଶକ ଭଜନ ସନ୍ଧ୍ୟା ର ଉପଭୋଗ କରିବାର ଦେଖିବାକୁ ମିଳିଥିଲା, ଶେଷରେ ସାଇରାଜ ପରିବାର ର ଏମ. ଡି ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ ।
