ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ନୂତନ ଏସପି ଭାବରେ ଅମୃତ ପାଲ ସିଂ ଙ୍କ ଆଜି ଯୋଗଦାନ କରିଛନ୍ତି। ପୂର୍ବତନ ଏସପି ଜିଆର ରାଘବେନ୍ଦ୍ର ନୂତନ ଏସ ପି ସ୍ବାଗତ ଜଣାଇଥିବା ବେଳେ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଜିଲ୍ଲା ରେ ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନେଇ ପ୍ରକାଶ କରିଛନ୍ତି।
