ଗଜପତି (ଟିକି ଲିମା) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ସଦର ମହକୁମା ସ୍ଥିତ ବସ ଷ୍ଟାଣ୍ଡ ସମୁଖ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି ।
ଏଥିରେ ରାୟଗଡ ଗୋଷ୍ଟିସ୍ଵାସ୍ଥ୍ୟ କେନ୍ଦ୍ର ଡାକ୍ତର . ସବିର କୁମାର ବଳ ଙ୍କ ଦ୍ଵାରା ପତକା ଉତ୍ତୋଳନ କରଯାଇଥିଲା।
ଏହି କାର୍ଯ୍ୟକ୍ରମ କୁ ରାୟଗଡ଼ ର ଯୁବ ନେତା ପୂର୍ବ ତନ ସମିତି ସଭ୍ୟ ଶ୍ରୀମଫିଏଲ୍ ସ୍ୱାଲସିଂ
ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ । ପ୍ରଫୁଲ୍ଲ ସ୍ୱାଲସିଂ
ଅଜିତସେନ୍ ଆନ୍ଦ୍ରପ, ଜିହବା ଛିଞ୍ଚାଣି, ଯିବିଶୀୟ ସ୍ୱାଲସିଂ , ଅଭିସୁର ମିଶାଲ, ପ୍ରମୂଖ ଙ୍କ ଶହ ଯୁବ ଗୋଷ୍ଟି ଉପସ୍ଥିତଥିଲେ।
ପତାକା ଉତ୍ତୋଳନ ପରେ ରାୟଗଡ଼ ସହରରେ ମଟର ସାଇକେଲ ଓ ଔଟ ରାଲି କରାଯାଇଥିଲା।
