ଗଜପତି (ଟିକି ଲିମା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସିବି ସାଇନ ଇନ୍ଷ୍ଟିଟ୍ୟୁଟ ପାଲସ ଷ୍ଟ୍ରୀଟ ରେ ଆଜି 79ତମ ସ୍ୱାଧୀନତା ଦିବସ ପାଳନ କରାଗଲା ଏହି CB shine institute ର ପରିଚାଳକ କ୍ଲିଣ୍ଟନ ବେବର୍ତ୍ତା ଓ ଅଭିନାଶ ବେବର୍ତ୍ତା ସହିତ ସମସ୍ତ ଶିକ୍ଷକଗଣ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଧୀନତା ଦିବସ ର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆମ ଜିଲ୍ଲା ର ଆରକ୍ଷୀ ଅଧିକାରୀ (SP) ଶ୍ରୀ ଜିନ୍ତେନ୍ଦ୍ର କୁମାର ପଣ୍ଡା ଯୋଗଦେଇଥିଲେ, ଏବଂ ତାଙ୍କ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ମନଦେଇ ପାଠପଡ଼ି ନିଜ ମା ବାପା ର ସପ୍ନ ଏବଂ ଦେଶର ସେବା କରିବା ପାଇଁ କହିଲେ କମ ବୟସରେ ଭୁଲ ରାସ୍ତାରେ ନ ଯାଇ ନିଜର ପରିଚୟ ଗୋଡ଼ ଆଉ ମା ବାପା ର ସପ୍ନ ପୁରଣ କର ବଳି ପରାମର୍ଶ ଦେଲେ କଲେକ୍ଟର ଅଫିସରୁ child help line supervisor ଶ୍ରୀ ସୁରଜ୍ ଲିମା ମଧ୍ୟ ଉପସ୍ଥିତ ଥିଲେ। ଓ child line supervisor ଶ୍ରୀ ସୁରଜ୍ ଲିମା ପିଲାମାନଙ୍କ ମୌଳିକ ଅଧିକାର ଉପରେ କିଛି ପରାମର୍ଶ ଦେଇ କୋହିଥିଲେ ସେହି ପ୍ରକାର ଭାବରେ ମୁଖ୍ୟ ଅତିଥି ଆରକ୍ଷୀ ଅଧିକାରୀ ମହାଶୟ ସିବି ସାଇନ ଇନ୍ଷ୍ଟିଟ୍ୟୁଟ ରେ ପିଲାମାନଙ୍କୁ ଉପହାର ଦେଇ ସ୍ଵାଧୀନତା ଦିବସ ର ସୂବେଛା ଦେଲେ ।
