ଭାରତୀୟ ଜନତାପାର୍ଟି କୈଲାଣ ପୁର ମଣ୍ଡଳ କପିଳା ପଂଚାୟତ ରେ୭୯ତମ ସ୍ୱଧିନତା ଦିବସ ପାଳିତ ହୋଇଯାଇଛି
ବିଞ୍ଝାରପୁର /କପିଳା :ନିପ୍ର)
କୈଲାଣ ପୁର ମଣ୍ଡଳ କପିଳା ପଂଚାୟତ ଠାରେ ୭୯ ତମ ସ୍ୱଧିନତା ଦିବସ ଅବସରରେ ପତକା ଉତଳନ କରିବା ସହିତ ବାଇକ ରାଲି ଓ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ଶୁଶାନ୍ତ ସାମଲ, ମଣ୍ଡଳ ପ୍ରଭାରୀ ରାମ ଚନ୍ଦ୍ର ନାୟକ , ଯୁବ ନେତା ଜଗନ ସାହୁ ,ଜିଲ୍ଲା ପରିଷଦ ପାର୍ଥି ଅରୁଣ ଜିତ ରାଉତ ରାୟ ,ରମା କାନ୍ତ ଦାସ,କୃପାସିନ୍ଧୁ ଦାସ,ଭଗବାନ ଦାସ ,ଜଗନ୍ନାଥ ମଲିକ ମନୋଜ ମଲିକ, ତପନ ସ୍ୱାଇଁ ,ଚଗୁଲ ବାରିକ , ମଣ୍ଟୁ ସୁତାର ,ଅନିରୁଧ ଦାସ ,ଦିଲୀପ ତ୍ରିପାଠୀ ,ସୁବୋଧ ମଲିକ ଓ ଶତାଧିକ ଯୁବ କାର୍ଯ୍ୟକର୍ତା ଉପସ୍ଥିତ ରହି ମୋଟର ସାଇକେଲ ଜରିଆରେ ରାଲି ମାଧ୍ୟମରେ ତ୍ରିରଙ୍ଗା ଯାତ୍ରା ବହୁ ଆଡମ୍ବର ସହିତ ପାଳନ କରିଥିଲେ ଭାରତ ମାତାକି ଜୟ, ବନ୍ଦେ ମାତରମ ଲାରାରେ କପିଳା ଗ୍ରାମରୁ ବାହାରି ୫, ୬ ଖଣ୍ଡି ଗାଁ ଦେଈ ଭ୍ରମଣ କରି ବାଛଳ ଛକ ନିକଟରେ ଗୋପବନ୍ଧୁ ଙ୍କ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ |
