୭୯ତମ ସ୍ୱାଧୀନତା ଦିବସ ଚିକଣା ପଞ୍ଚାୟତରେ ପାଳନ କରା ଯାଇଛି
ଯାଜପୁର /ବିଞ୍ଝାରପୁର (ନିପ୍ର )ରିପୋର୍ଟର ସରୋଜ କୁମାର ଧଳ
୭୯ ତମ ସ୍ୱାଧିନତା ଦିବସ ଚିକଣା ପଞ୍ଚାୟତ ବିଜେପି ପରିବାର ତରଫରୁ ସକାଳ ୮ ଘଟିକା ସମୟରେ ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ପଣ୍ଡାଙ୍କ କର କମଳରେ ପତାକା ଉତୋଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଂଝାରପୁର ନିର୍ବାଚନ ମଣ୍ଡଳିର ବରିଷ୍ଟ ବିଜେପି ନେତା ଗୋକୁଳାନନ୍ଦ ଯେନା ମୂକ୍ଷ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାଧୀନତା ଦିବସର ତାପଯ୍ୟ ବିସ୍ତୁତ ଭାବେ ବର୍ଣ୍ଣନା କରିଥିଲେ । ଶେଷରେ ବିଜେପି ପରିବାର ତରଫରୁ ଧନ୍ୟବାଦ କରାଯାଇଥିଲା । ସତାଧିକ କର୍ମୀ ଏକ ତ୍ରିତ ହୋଇ ବନ୍ଦେ ଉକ୍ତଳ ଜନନୀ, ଭାରତ ମାତା କି ଜୟ ଧ୍ଵନି ରେ ସାରା ପଞ୍ଚାୟତ କଂପମାନ ହୋଇ ଉଠି ଥିଲା।
