
ହାଇଲାଇଟ୍ ରେ ଭଦ୍ରକ ଜିଲ୍ଲା।।।। ଝିଅ ଙ୍କ ପିଛା କୁ ଛାଡୁ ନାହିଁ ଜମ ରାଜ
ଭଦ୍ରକ ଏକ ଘରେଇ ମେସ ର। ବାଥରୁମରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଭଦ୍ରକ କଲେଜ୍ ନିକଟ ଏକ ମେସରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ। ମୃତକ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ। ତେବେ ମୃତ୍ୟୁର କାରଣ ଅସସ୍ପଷ୍ଟ ଥିବା ବେଳେ ପୋଲିସ ପଞ୍ଚଛି ତଦନ୍ତ ଆରମ୍ଭ କରିଛି |