
ନୂଆପଡା(ମିଖାଏଲ ନନ୍ଦ) : ଓଡ଼ିଆ ସାମ୍ବାଦିକତା ଦିବସ, ଅବସରରେ ଅନେକ ଅନେକ ଶୁଭେଚ୍ଛା,ଅଭିନନ୍ଦନ। ଅଞ୍ଚଳ ର ସମସ୍ୟାର ସୁଧାର ଆଣିବା ସହ ବିକଶିତ ଅଞ୍ଚଳ ଗଠନ ର ମୂଳଦୁଆ ପକାଇଥାଏ ସାମ୍ବାଦିକ। ସମସ୍ୟା ରୁ ସମ୍ଭାବନା, ବିଡମ୍ବନା ରୁ ବିକାଶ ସୂତ୍ରଧର ଆଉ କିଏ ନୁହନ୍ତି କେବଳ ସାମ୍ବାଦିକ ମାନେ ନିଜର କଲମ ମୁନରୁ ଉଦଗାରିତ ପ୍ରତିଟି ଶବ୍ଦ ଅପହଞ୍ଚ ରୁ ଆରମ୍ଭ କରିଥାନ୍ତି। ସମସ୍ତଙ୍କ ସମ୍ମୁଖରେ ଭୁଲ ଓ ଭଲ, ଉନ୍ନତି ଓ ଅବନତି, ବିକାଶ ଓ ବିନାଶ ର ଚିତ୍ରକୁ ଅତି ସୁନ୍ଦର ଭାବରେ ନିକ୍ଷୁଣ କଳା ରେ ପ୍ରତିପାଦିତ କରିଥାନ୍ତି। ଆଜି ତାଙ୍କ ସାମ୍ବାଦିକତା ପାଇଁ ପଦଟିଏ ଉଲ୍ଲେଖ କରି ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ପ୍ରୟାସ କୁ ପ୍ରଶଂସା କରୁଅଛୁ।