
୨୯-୦୧ ୨୦୨୫ ବୁଧବାର ଠାରୁ ୦୪-୦୧-୨୦୨୫ ମଙ୍ଗଳବାର ପର୍ଯ୍ୟନ୍ତ ସପ୍ତଦିନ ବ୍ୟାପି ଶ୍ରୀମାନ ହୃଷୀକେଶ ନନ୍ଦ ଙ୍କ ପୌରହିତ୍ୟ ରେ ଭାଗବତ ପାଠ କରା ଯାଇଥିଲା।୦୩-୦୨-୨୦୨୫ ଷୋମବାର ଠାରୁ ୦୫-୦୨-୨୦୨୫ ବୁଧବାର ଯାଏଁ ତିନିଦିନ ବ୍ୟାପୀ ଅଷ୍ଟପ୍ରହରୀ ନାମ ଯଜ୍ଞ ଅଧିକାରୀ ଲଳିତ ମୋହନ ଦାସ ଙ୍କ ତତ୍ୟବଧନ ରେ ଅନୁଷ୍ଠିତ ହୋଇ ଥିଲା। ଦୀର୍ଘ ବର୍ଷର ଏହି ଅଷ୍ଟପ୍ରହରୀ ନାମ ଯଜ୍ଞ ଶ୍ରୀ ମନୋରଞ୍ଜନ ଦାସ ଙ୍କ ଓ ବିଶ୍ବମ୍ବର ଦାସ ଙ୍କ ସହଭାଗିତାରେ ପ୍ରତି ବର୍ଷ ମାଘ ସପ୍ତମୀ ରେ ଅନୁଷ୍ଠିତ ହୋଇ ଆସୁଛି।ଏହି ପୀଠ ସ୍ଥଳୀ ରେ ଶ୍ରୀ ଶ୍ରୀ ଅଯାଣେଶ୍ୱର ମହାଦେବ ଙ୍କ ପୁଣ୍ୟ ମନ୍ଦିର ,ମହାପୁରୁଷ ଶ୍ରୀ ଶ୍ରୀ ପରୀକ୍ଷିତ ଦାସ ଗୋସ୍ୱାମୀ ଭକ୍ତ ମାନଙ୍କ ପାଇଁ ସଦା ଜାଗ୍ରତ।
ସାଲେପୁର ରୁ ଶ୍ରୀରାମ ନାୟକ ଙ୍କ ରିପୋର୍ଟ ଭଞ୍ଜଦୂତ