
କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ରାଜ୍ୟ ସରକାର ଙ୍କର ଭରଚୁ ଆଲ ମାଧ୍ୟମ ରେ ଆୟୋଜିତ ବିକଶିତ ଗାଁ ବିକଶିତ ଓଡିଶା ର କାଯ୍ୟକ୍ରମ କୁ କୋରାପୁଟ ର ଜନପ୍ରତିନିଧି ଜିଲ୍ଲାପାଳ ସମେତ ସମସ୍ତ ନିମନ୍ତ୍ରିତ ଅତିଥି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସାମିଲ ହୋଇ ରାଜ୍ୟ ମୂଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ଭରଚୁଆଲ ମlଧ୍ୟ୍ୟମ ରେ ଦେଖିବା ସହ କାଯ୍ୟକ୍ରମ କୁ ଉପଭୋଗ କରିଥିଲେ l କୋରାପୁଟ ବିଧାୟକ ରଘୁରାମ ମାଛ କୋରାପୁଟ ରେ ବି ଜିଲ୍ଲା ସ୍ତରୀୟ ଏହି କାଯ୍ୟକ୍ରମ କୁ ଉଦଘାଟନ କରିବା ସହ ଡବଲ ଇଂଜିନ ର ବିକାଶ ର ଚିତ୍ର ଉପରେ ଆଲୋକପାତ କରିଥିଲେ l ଏବଂ କହିଥିଲେ 5ବର୍ଷ ରେ 5ହଜାର କୋଟି ଟଙ୍କା ବିନିଯୋଗ ହୋଇ ଗ୍ରାମାଞ୍ଚଳ ର ବିକାଶ ହେବ ଯlଦ୍ୱାରା ମୌଳିକ ସମସ୍ୟା ର ସମାଧାନ ହୋଇପାରିବ ବୋଲି କହିଥିଲେ l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍