ଜଳେଶ୍ୱର ବ୍ଲକ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପୋଲିସ ବିଭାଗ ସ୍କୁଲ କଲେଜ ଛକ ଛକ ଚୁରା ମଦ କାରବାର ବାଲି ରାତିସାରା ଚାଲାଣ ପଶ୍ଚିମ ବଙ୍ଗକୁ ଶାନ୍ତିପୂର ରୋଡ ଦେଇ
ବାଲି ମାଟି ଚାଲାଣ ହେଉଛି ତେଣୁ ଜନସାଧାରଣ ଦାବି ଚୁରା ବାଲି ମାଟି ଚାଲାଣ ପାଇଁ ଏକ ଚେକ ପୋଷ୍ଟ ନିର୍ମାଣ ଏତଦ ବ୍ୟତୀତ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ କେମିକାଲ ମଧ୍ଯ ଚାଲାଣ ହେଉଛି ରାତି 10 ଟା ରାତି 4ଟା ପର୍ଯ୍ୟନ୍ତ ଚୁରା କାରବାର ଚାଲିଛି ଏଥିପ୍ରତି ଦୃଷ୍ଟି ନାହିଁ ପ୍ରଶାସନ
