ବୌଦ୍ଧ :ଛାତ୍ର ସଂସଦ ନିର୍ବାଚନ
କଣ୍ଟମାଳ ରେ ଏ. ବି. ଭି. ପି. ପ୍ରାର୍ଥୀ, ବୌଦ୍ଧ ରେ ଏ. ବି. ଭି. ପି. ଓ ବି . ସି. ଜେ. ଡ଼ି ଉଭୟ ଦଳ ର ଦକ୍ଷତା ମହାଭାରତ ର କର୍ଣ୍ଣ ଅର୍ଜୁନ ସଦୃଶ :ବିଜୟୀ ପ୍ରାର୍ଥୀ ଙ୍କୁ ଅଭିନନ୍ଦନ ଜଣାଇଲେ ସରକାରୀ ଦଳ ର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ବରିଷ୍ଠ ବି ଜେ ଡ଼ି ନେତା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ (କୃଷ୍ଣ ସିଂହ ଙ୍କ ରିପୋର୍ଟ )
