
କୋରାପୁଟ….ଜେ.ଇ.ଏଲ.ସି ଖ୍ରୀଷ୍ଟିଆନ ୟୁଥ୍ ଆସୋସିଏସନ୍ ସନାତନୀ ଚଳଚ୍ଚିତ୍ର କୁ ପ୍ରତିବାଦ କରି ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
ଏହି ସନାତନୀ ଚଳଚ୍ଚିତ୍ର ରେ ମିଥ୍ୟା ଏବଂ ବିଭ୍ରାନ୍ତିକର ସଂଳାପ ସବୁ ପ୍ରସାରଣ କରାଯାଇଛି। ଯୋଦ୍ବାରା କୋରାପୁଟ ଜିଲ୍ଲାର ଖ୍ରୀଷ୍ଟିୟ ସଂପ୍ରଦାୟ ମଧ୍ୟରେ ଏକ ଅଜଣା ଭୟ ଏବଂ ଅଶାନ୍ତିର ବାତାବରଣ ଖେଳିଯାଇଛି। ଖ୍ରୀଷ୍ଟିୟ ୟୁଥ୍ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଏହି ସନାତନୀ ଚଳଚ୍ଚିତ୍ର କୈାଣସି ଚିତ୍ରାଳୟ ରେ ମୁକ୍ତିଲାଭ ନ କରୁ ବୋଲି ୟୁଥ୍ ଆସୋସିଏସନ୍ ତରଫରୁ ଦାବି କରିଛନ୍ତି ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍