ବଡସାହି (ଅଞନ କୁମାର ଦାସ) : ଆଜି ବଡସାହି ବ୍ଲକ ଅନ୍ତର୍ଗତ ବିରେଶ୍ବରପୁର ଗ୍ରାମ ନୂଆ ସାହି ଠାରେ ହେଲ୍ପିଂ ହ୍ୟାଣ୍ଡ ମୟୂରଭଞ୍ଜ ଟ୍ରଷ୍ଟ ସମସ୍ତ ମେମ୍ବର ମାନଙ୍କ ତରଫରୁ ଗରିବ ଭାଇ ଭଉଣୀ ଙ୍କୁ ବସ୍ତ୍ର ବଣ୍ଟନ କରାଜାଇ ଥିଲା ବସ୍ତ୍ର ବଣ୍ଟନ କରି ଲୋକ ମାନଙ୍କ ମୁଁହରେ ହସ ଫୁଟାଇ ପାରିଛନ୍ତି ଟ୍ରଷ୍ଟ ର ସମସ୍ତ ମେମ୍ବର ଏହି ସେବା କାର୍ଯ୍ୟ ରେ ସାହାଯ୍ୟ ସହଯୋଗ କରିଥିବା ଟ୍ରଷ୍ଟ ର ସମସ୍ତ ମେମ୍ବର ଭାଇ ଭଉଣୀ ମାନଙ୍କୁ ଅଶେଷ ଅଶେଷ ଧନ୍ଯବାଦ ଅର୍ପଣ କରିଛନ୍ତି ଗ୍ରାମବାସୀ ।
