ଗାଧେଇ ବାଙ୍କୁ ଯାଇଜଣେ ଯୁବକ ଙ୍କ ମୃତ୍ୟୁ,, କୋକସରା (କୁଳପତି ଶବର)
କୋକସରା ଥାନା ଖୁଣ୍ଟିଆ ରେ ଅଭାବନୀୟ ଘଟଣା ଘଟିଛି ପୋଖରୀ କୁ ଗାଧେଇ ବା ପାଇଁ ଯାଇଥିବା ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି ମୃତକ ହେଲେ ଶ୍ରୀରାମପୁର ବନ୍ଦପଡା ର ମାର୍କଣ୍ଡ ଧରୁଆ ୫୦ ମାର୍କଣ୍ଡ ନିକଟ ନାଗବନ୍ଦ ପୋଖରୀ ଙ୍କୁ ଗାଧେଇ ବାଙ୍କୁ ଯାଇ ଦୀର୍ଘ ସମୟ ପରେ ଘରକୁ ଫେରି ନଥିଲେ ଏହାପରେ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇଥିଲେ ତେବେ ପୋଖରୀ ହୁଡ଼ାରେ ତାଙ୍କର ଗାମୁଛା ଓ ଚପଳ ଥିବାରୁ ପାଣିରେ ବୁଡି ଯାଇଥିବା ଅନୁମାନ କରି ପୋଖରୀ ଭିତରେ ଖୋଜାଖୋଜି ଆରମ୍ଭ କରିଥିଲେ ପରେ ପୋଖରୀ ରେ ଶବ ଭାସୁଥିବା ଦେଖିବାକୁ ପାଇଥିଲେ ଲୋକେ ତାହାପରେ କୋକସରା ଥାନା ପୋଲିସ କୁ ଖବର ଦେଇଥିଲେ ପୋଲିସ ଘଟଣା ସ୍ଥଳରେପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଙ୍କୁ ପଠାଯାଇଛି ବଲି ସୂଚନା ମିଳିଛି,,,, କଳାହାଣ୍ଡି ରୁ କୁଳପତି ଶବର ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
