
ଯାଜପୁର (ସରୋଜ କୁମାର ଧଳ) : ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ସ୍ଥିତ ପାଣିକୋଇଲି ମାଛ ମାର୍କେଟ ରେ ଗତକାଲି ୧୦/୦୭ରିଖରେ ଗୁଳି ଫୁଟିବାକୁ ନେଇ ଜନସାଧାରଣ ଆତଙ୍କିତ ହୋଇପଡିଛନ୍ତି ଅଭିଯୁକ୍ତ ଙ୍କ ପରିଚୟ ମିଳିନଥିବା ବେଳେ ମାର୍କେଟ ରେ ଆତଙ୍କୀରାଜ ବେଳେ ଅଭିଯୁକ୍ତଙ୍କ ହାତରୁ ମାଗାଜିନ ଟି ଖସିପଡ଼ିଥିଲା ସେଠିକାର ଥିବା ଲୋକେ ପିସ୍ତଲ ଟିକୁ ଦେଖିଦେଇଥିଲେ ଲୋକେ ସତର୍କ ମଧ୍ୟ୍ୟ ହୋଇଯାଇଥିଲେ ଅଭିଯୁକ୍ତ ଯୁବକ ପାଣିକୋଇଲି ଥାନାରେ ଅଟକ, ୩ରାଉଣ୍ଡ ଗୁଳି, ୨ଟି ମାଗାଜିନ ଓ ପିସ୍ତଲ ଜବତ ଜନସାଧାରଣ ଏବେ ଭୟଭୀତ ଅବସ୍ତାରେ |ପାଣିକୋଇଲି ବଜାର ଏବେ ଲୋକ ମାନଙ୍କ ପାଇଁ ସୁରକ୍ଷିତ ନଥିବା ନେଇ ଚର୍ଚ୍ଚା ର ବିଷୟ ପାଲଟିଛି କିଛିଦିନ ତଳେ ସୁନାଦୋକାନ କୁ ନେଇ ଯେଉଁ ଆତଙ୍କୀ ସୃଷ୍ଟି ହୋଇଥିଲା ଲୋକେ ଭୁଲି ନଥିବାବେଳେ ପୁଣି ଏକ ଅଘଟଣ ଘଟିଯାଇଛି ଆସନ୍ତା କାଲି | ପୋଲିସ ହେଡକ୍ୱାୱାଟର ସ୍ୱତେ ବି ଆତଙ୍କୀ ମାନଙ୍କର ତିଳେ ହେଲେ ଭୟନାହିଁ |ଏହି ବଜାର ରେ ରାତି ପାହିଲେ ସହ ସହ ଆଖ ପାଖ ଗ୍ରାମର ଲୋକେ ନିର୍ଭର କରନ୍ତି ଲୋକ ମାନଙ୍କ କହିବା କଥା ହେଲା ପ୍ରଶାସନ ଏହା ପ୍ରତି କଢ଼ା ଆକ୍ସନ ନିଅନ୍ତୁ ଓ କଢ଼ା କଢି ସୁରକ୍ଷା ଵେବସ୍ତା କରାଯାଉ |