
ଯାଜପୁର:ପାଣିକୋଇଲି (ସରୋଜ କୁମାର ଧଳ) : କୋରେଇ ନିର୍ବାଚନ ମଣ୍ଡଳୀ ସ୍ତିତ ପାଣିକୋଇଲି ଠାରେ ଫୁଟିଲା ଗୁଳି ଲୋକେ ଆତଙ୍କିତ ଯାଜପୁର ଜିଲ୍ଲାର ପାଣିକୋଇଲି ମାଛ ମାର୍କେଟରେ ଗୁଳି ଫୁଟାଇ ଯୁବକଙ୍କ ଆତଙ୍କରାଜ, ମାଗାଜିନ୍ ଗଳି ପଡିବାରୁ ଅଳ୍ପକେ ବଞ୍ଚିଗଲା ଜୀବନ, ଅଭିଯୁକ୍ତ ଯୁବକ ପାଣିକୋଇଲି ଥାନାରେ ଅଟକ,୩ରାଉଣ୍ଡ ଗୁଳି,୨ଟି ମାଗାଜିନ୍ ଓ ପିସ୍ତଲ ଜବତ,ଲୋକେ ଭୟଭିତ।