ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ସରକାରୀ ସେଵା ନ ମିଳିଲେ ଫାଇନ ଗଣିବେ ଦାଇତ୍ୱ ରେ ଥିବା ଅଧିକାରୀ (କୃଷ୍ଣ ସିଂହ )ଙ୍କ ରିପୋର୍ଟ
ବୌଦ୍ଧ 24/8/26 ଧାର୍ଯ୍ୟ ସମୟ ସୀମା ଭିତରେ ସରକାରୀ ସେଵା ନ ମିଳିଲେ ତଣ୍ଡ ଗଣିବେ ସରକାରୀ ବାବୁ। ବିଳମ୍ବ ପାଇଁ ଉତ୍ତରଦାଇତ୍ୱ ବହନ କରୁଥିବା ଅଧିକାରୀ ଙ୍କ ଦରମା ରୁ ଦିନକୁ ଦୁଇ ଶହ ପଚାଶ ଟଙ୍କା ଲେଖାଏଁ ଜରିମାନା ପୈଠ କରିବାକୁ ହେବ। ଏଭଳି ନୂଆ ନିୟମ ଆଣିଛନ୍ତି ରାଜ୍ୟ ସାଧାରଣ ବିଭାଗ। ଓଡିଶା ଜନସେବା ଅଧିକାର ଆଇନ 2012 ଅଧୀନ ରେ ଥିବା ସମସ୍ତ ସରକାରୀ ସେଵା ଯୋଗାଣ ପକ୍ରିୟା ଚଳ ଚଞ୍ଚଳ ଓ ଅଧିକ ପାରଦର୍ଶୀ ହେବା ସଂଗେ ସାଙ୍ଗେ ଏକ ନୂଆ ଆପ ଅଟୋ ଅପିଲ ସିଷ୍ଟମ ପ୍ରଚଳନ କରାଯାଇଛି ।
