**ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରୀଙ୍କ ବନ୍ୟା ଅଞ୍ଚଳ ଗ୍ରସ୍ତ**ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକର ବିଭିର୍ଣ୍ଣ ଅଞ୍ଚଳ ବୁଲାବୁଲି କରି ଦେଖୁଥିବା ବେଳେ ଜଳବନ୍ଦୀରେ ଥିବା କଙ୍କା ଗ୍ରାମକୁ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟ ପହଞ୍ଚି ଥିଲେ, ବ୍ରାହ୍ମଣୀ ନଦୀର ଜଳରେ ଜଳବନ୍ଦୀ ହୋଇଥିବା କଙ୍କା ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ ବୋଲି ନିଜେ ମହାଶୟ ଦେଖିଲେ ଓ ଅନୁଭବ କଲେ l ତାଙ୍କ ସାଙ୍ଗରେ ଉପଜିଲ୍ଲାପାଳ, ବ୍ଲକ ଉନୟନ ଅଧିକାରୀ, ତହସିଲଦାର ଓ ବିଜେପି କର୍ମୀମାନେଥିଲେ ,ମନ୍ତ୍ରୀ ମହୋଦୟ ବହୁଦିନରୁ କଙ୍କା ଗ୍ରାମକୁ ଯାତାୟତ ପାଇଁ ଏକ ବ୍ରିଜର ଆବଶ୍ୟକତାକୁ ପୂରଣ କରି ଏକ ବର୍ଷ ଭିତରେ ସାରିବାକୁ ପ୍ରତିଶୃତି ଦେଇଛନ୍ତି, ସାଙ୍ଗରେ ନେଇଥିବା ରିଲ୍ଲୀଫି ସମସ୍ତ ଗ୍ରାମ ବାସୀଙ୍କୁ ବଣ୍ଟନ କରିଥିଲେ ଓ ଗ୍ରାମବାସିଙ୍କ ଅଭିଯୋଗ ଶୁଣି ତାର ସମାଧାନ ପାଇଁ ଖୁବ ଶୀଘ୍ର ସମାଧାନ ହବବୋଲି ପ୍ରତିଶୃତି ଦେଇଥିଲେ କଙ୍କା ହରିଜନ ସାହିର ବାସିନ୍ଦା ଅଭିଯୋଗ କରିଥିଲେ ତାଙ୍କ ସାହିକୁ ରାସ୍ତା ନାହଁ ଓ ତାଙ୍କର ଗୋଟେ କୋଠଘର ଆବଶ୍ୟକ ତାହା ମଧ୍ୟ ମନ୍ତ୍ରୀ ପୂରଣ କରିବେବୋଲି କହିଥିଲେ l
