ପ୍ରବିତ୍ର ଗୁରୁ ପୂର୍ଣ୍ଣିମା ଓ ବ୍ୟାସ ପୂନିମାରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା
ରିପୋର୍ଟ – ନିରୋଜ କୁମାର ସେଠୀ
ଗୁରୁ ବ୍ରହ୍ମ ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର । ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍କୈ ଶ୍ରୀ ଗୁଣରେ ନମ୍ଃ।
ଗୁରୁ ହେଉଛନ୍ତି ଜ୍ଞାନର ଆଲୋକ ଯିଏ ଅଜ୍ଞାନ ତା’ର ରୁପକକୁ ଅନ୍ଧାରକୁ ଦୁର କରି ସତ୍ୟ, ଧର୍ମ,ନ୍ୟାୟ ସତ ମାର୍ଗରେ ଚାଲିବା ର ପଥ ଦେଖାଇଥାନ୍ତି ସେହି ହେଉଛନ୍ତି ଗୁରୁ। ପ୍ରଥମ ଗୁରୁ ନିଜର ପିତା, ମାତା, ଦ୍ଵୀତୀୟ ଗୁରୁ ଶିକ୍ଷକ ଯେକି ଶିକ୍ଷା, ସେହ୍ନ, ଶ୍ରଦ୍ଧା, ଆଶ୍ରୀପାଦ ଓ ପଥ ମାର୍ଗଦର୍ଶକ,ଆମ ଜୀବନକୁ ସଫଳତାର ସହିତ ଶ୍ରୀର୍ଷରେ ପହଞ୍ଚାଇ ଥାନ୍ତି। ଗୁରୁ କେବଳ ଜ୍ଞାନ ପ୍ରଦାନ କରନ୍ତି ନାହିଁ ବରଂ ଜୀବନ କୁ ସଠିକ୍ ମାର୍ଗର ଦିଗ ଦେଖାଇ ଥାନ୍ତି। ତାଙ୍କର ଆଦେଶ ଓ ଉପଦେଶ କୁ ଉତ୍ତମ ମଣିଷ ହେବାର ପ୍ରେରଣା ଦେଇଥାନ୍ତି।
